September 2, 2026

ଖବର ଉପାନ୍ତ ଓଡିଶା

ମେ ୨୧ରେବିଶାଖାପାଟଣା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ଆଦିବାସୀ ସମ୍ମିଳନୀରେ ଓଡ଼ିଶା ସମେତ ସାରା ଭାରତ ବର୍ଷରୁ ୭୫୦ରୁ ଉର୍ଦ୍ଧ ପ୍ରତିନିଧିଯୋଗଦାନ  କରିବେ 

ମେ ୨୧ରେବିଶାଖାପାଟଣା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ଆଦିବାସୀ ସମ୍ମିଳନୀରେ ଓଡ଼ିଶା ସମେତ ସାରା ଭାରତ ବର୍ଷରୁ ୭୫୦ରୁ ଉର୍ଦ୍ଧ ପ୍ରତିନିଧିଯୋଗଦାନ କରିବେ   ପାରଳାଖେମୁଣ୍ଡି:୧୯/୫...

କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତ ର ସାରାଗ୍ରାମରେ କାଳବୈଶାଖୀ ତାଣ୍ଡବ ବଜ୍ରପାତରେ ୧୨ ମେଣ୍ଢା ଙ୍କ ମୃତ୍ୟୁ ପାରଳାଖେମୁଣ୍ଡି:୧୯/୫(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲାକାଶୀନଗର ବ୍ଲକ ଅନ୍ତର୍ଗତଖାଣ୍ଡବାପଞ୍ଚାୟତର ସାରା ଗ୍ରାମରେ ଗତ କାଲି ଗୁରୁବାର ସନ୍ଧ୍ୟା ବେଳେ କାଳ ବୈଶାଖୀ ପ୍ରଭାବ ରେ ବଜ୍ରପାତ ହୋଇ ୧୨ ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି lମିଳିଥିବା ସୁଚନା ମୁତାବକ କାଶୀନଗର ବ୍ଲକ ଖଣ୍ଡାବା ପଂଚାୟତ ର ନୂଆ ସାରା ଗ୍ରାମ ରେ ସନ୍ଧ୍ୟାରେ ମେଣ୍ଢା ଗୁଡିକ ଚରୁଥିବା ବେଳେ ହଠାତବଜ୍ରପାତହୋଇଥିଲା ବଜ୍ରପାତ ରେ ଘଟଣା ସ୍ଥଳରେ ବଡ଼ି ସନ୍ତୋଷଙ୍କ ୧୨ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି ଖବରପାଇ ନାଏବ ସରପଞ୍ଚ ରକମ ସତୀଶ ପହଂଚି ଘଟଣା ର ସବିଶେଷ ତଥ୍ୟ ପଚାରି ବୁଝିଥିଲେ ଏବଂପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବଡି ସନ୍ତୋଷ କୁ ସାହାଯ୍ୟ କରିବା ନିବେଦନ କରିଛନ୍ତି କାଶୀନଗର ସହରରେ ମଧ୍ୟ କାଳ ବୈଶାଖୀ ର ତାଣ୍ଡଵରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା, ଅଗ୍ନିଶମ ବିଭାଗ ତୁରନ୍ତ ପହଂଚି ରାସ୍ତା ସଫା କରିଥିଲେ l

କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତ ର ସାରାଗ୍ରାମରେ କାଳବୈଶାଖୀ ତାଣ୍ଡବ ବଜ୍ରପାତରେ ୧୨ ମେଣ୍ଢା ଙ୍କ ମୃତ୍ୟୁ ପାରଳାଖେମୁଣ୍ଡି:୧୯/୫(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲାକାଶୀନଗର ବ୍ଲକ ଅନ୍ତର୍ଗତଖାଣ୍ଡବାପଞ୍ଚାୟତର ସାରା ଗ୍ରାମରେ ଗତ...

Read MoreRead more about କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତ ର ସାରାଗ୍ରାମରେ କାଳବୈଶାଖୀ ତାଣ୍ଡବ ବଜ୍ରପାତରେ ୧୨ ମେଣ୍ଢା ଙ୍କ ମୃତ୍ୟୁ ପାରଳାଖେମୁଣ୍ଡି:୧୯/୫(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲାକାଶୀନଗର ବ୍ଲକ ଅନ୍ତର୍ଗତଖାଣ୍ଡବାପଞ୍ଚାୟତର ସାରା ଗ୍ରାମରେ ଗତ କାଲି ଗୁରୁବାର ସନ୍ଧ୍ୟା ବେଳେ କାଳ ବୈଶାଖୀ ପ୍ରଭାବ ରେ ବଜ୍ରପାତ ହୋଇ ୧୨ ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି lମିଳିଥିବା ସୁଚନା ମୁତାବକ କାଶୀନଗର ବ୍ଲକ ଖଣ୍ଡାବା ପଂଚାୟତ ର ନୂଆ ସାରା ଗ୍ରାମ ରେ ସନ୍ଧ୍ୟାରେ ମେଣ୍ଢା ଗୁଡିକ ଚରୁଥିବା ବେଳେ ହଠାତବଜ୍ରପାତହୋଇଥିଲା ବଜ୍ରପାତ ରେ ଘଟଣା ସ୍ଥଳରେ ବଡ଼ି ସନ୍ତୋଷଙ୍କ ୧୨ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି ଖବରପାଇ ନାଏବ ସରପଞ୍ଚ ରକମ ସତୀଶ ପହଂଚି ଘଟଣା ର ସବିଶେଷ ତଥ୍ୟ ପଚାରି ବୁଝିଥିଲେ ଏବଂପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବଡି ସନ୍ତୋଷ କୁ ସାହାଯ୍ୟ କରିବା ନିବେଦନ କରିଛନ୍ତି କାଶୀନଗର ସହରରେ ମଧ୍ୟ କାଳ ବୈଶାଖୀ ର ତାଣ୍ଡଵରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା, ଅଗ୍ନିଶମ ବିଭାଗ ତୁରନ୍ତ ପହଂଚି ରାସ୍ତା ସଫା କରିଥିଲେ l

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟ ଠାରେ କୃଷି ଡ୍ରୋନ ଏବଂ ହାଇବ୍ରିଡ୍ ବିହନ ଅବଗାହନ ଚାଷୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ପାରଳାଖେମୁଣ୍ଡି:୧୯/୫(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଉପକଣ୍ଠ ଆର ସୀତାପୁର ଠାରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରୀୟମ ହଲ ଠାରେ କୃଷି ଡ୍ରନ ଏବଂ ହାଇବ୍ରିଡ଼ ବିହନ ଅବଗାହନ ସଭା ଚାଷିମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରେସିଭ ଚାଷି, ବିହନ ଓ ସାର ବିକ୍ରୟ ଦୋକାନୀ, ସମବାୟ ଡିଲର,କୃଷି ସହ ଜଡ଼ିତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ କମ୍ପାନୀ ତାଙ୍କର ସୁପେରୀଓ ହାଇବ୍ରିଡ୍ ଧାନ (ରୋଇଜ୍ ୧୦୦), ମକା (ଆମେଜ୍ ୧୦୦) ଏଵଂ ଭେଣ୍ଡି (ୱଣ୍ଡର ୧୦୦) ଇତ୍ୟାଦି ବିହନକୁ ଚାଷିଙ୍କୁ ପରିଚୟ କରାଇବା ସହ ଡ୍ରନ ମାଧ୍ୟମରେ କିପରି ଜମିରେ କମସମୟରେ ସିଞ୍ଚନ କରାଯାଇ ପାରିବ ତାହା ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରତୀକ ପଣ୍ଡା DDM-ନାବାର୍ଡ, ଡକ୍ଟର ପ୍ରିୟମ୍ବଦା OLM ଗଜପତି,ଆର ଏମ୍ ସି ସଭାପତି ଗଜପତି ରାଓ, ପିତାମ୍ବର ନାୟକ RAYAGADA ବ୍ଲକ୍ ଏଵଂ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼.ଅନିତା ପାତ୍ର, ଭେଙ୍କଟ ଶିବାନନ୍ଦ ଏମଡି, ଜି ଟି ଆଇ ଡି ଏସ ପ୍ରଫେସର ଜେ. ଅନୀଲ କୁମାର, ଆସୋଶିଏଟ ଡିନ୍ ପ୍ରଫେସର. ଚନ୍ଦ୍ର ଶେଖର ରାଓ,ପ୍ରଫେସର. ସୁବାରାଓ, ପ୍ରଫେସର ୱାଇ. ଭି. ପ୍ରତାପ ପ୍ରମୁଖ ଯୋଗ ଦେଇ ହାଇବ୍ରିଡ୍ ବିହନର ଉପଯୋଗ ଏଵଂ ବ୍ୟବସାୟକୁ ଯନ୍ତ୍ରିକରଣ କରିବା ଦ୍ୱାରା ଚାଷୀମାନେ ଲାଭାନ୍ଵିତ ହୋଇପାରିବେ ଏବଂ ଦେଶ ମଧ୍ୟ ଖାଦ୍ୟ ଉତ୍ପାଦନରେ ଅଭିବୃଦ୍ଧି ସାଧନ କରିପାରିବ ବୋଲି ମତବ୍ୟକ୍ତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଏସ ଲିଙ୍ଗରାଜ, ବ୍ଳକ ଚିୟାରମେନ ବୀରରାଜୁ,କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ନିର ଭୂୟାଁ, ସମିତି ସଭ୍ୟ ସଭ୍ୟା, ସରପଞ୍ଚଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟ ଠାରେ କୃଷି ଡ୍ରୋନ ଏବଂ ହାଇବ୍ରିଡ୍ ବିହନ ଅବଗାହନ ଚାଷୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ପାରଳାଖେମୁଣ୍ଡି:୧୯/୫(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି...

Read MoreRead more about ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟ ଠାରେ କୃଷି ଡ୍ରୋନ ଏବଂ ହାଇବ୍ରିଡ୍ ବିହନ ଅବଗାହନ ଚାଷୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ପାରଳାଖେମୁଣ୍ଡି:୧୯/୫(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଉପକଣ୍ଠ ଆର ସୀତାପୁର ଠାରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରୀୟମ ହଲ ଠାରେ କୃଷି ଡ୍ରନ ଏବଂ ହାଇବ୍ରିଡ଼ ବିହନ ଅବଗାହନ ସଭା ଚାଷିମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରେସିଭ ଚାଷି, ବିହନ ଓ ସାର ବିକ୍ରୟ ଦୋକାନୀ, ସମବାୟ ଡିଲର,କୃଷି ସହ ଜଡ଼ିତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ କମ୍ପାନୀ ତାଙ୍କର ସୁପେରୀଓ ହାଇବ୍ରିଡ୍ ଧାନ (ରୋଇଜ୍ ୧୦୦), ମକା (ଆମେଜ୍ ୧୦୦) ଏଵଂ ଭେଣ୍ଡି (ୱଣ୍ଡର ୧୦୦) ଇତ୍ୟାଦି ବିହନକୁ ଚାଷିଙ୍କୁ ପରିଚୟ କରାଇବା ସହ ଡ୍ରନ ମାଧ୍ୟମରେ କିପରି ଜମିରେ କମସମୟରେ ସିଞ୍ଚନ କରାଯାଇ ପାରିବ ତାହା ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରତୀକ ପଣ୍ଡା DDM-ନାବାର୍ଡ, ଡକ୍ଟର ପ୍ରିୟମ୍ବଦା OLM ଗଜପତି,ଆର ଏମ୍ ସି ସଭାପତି ଗଜପତି ରାଓ, ପିତାମ୍ବର ନାୟକ RAYAGADA ବ୍ଲକ୍ ଏଵଂ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼.ଅନିତା ପାତ୍ର, ଭେଙ୍କଟ ଶିବାନନ୍ଦ ଏମଡି, ଜି ଟି ଆଇ ଡି ଏସ ପ୍ରଫେସର ଜେ. ଅନୀଲ କୁମାର, ଆସୋଶିଏଟ ଡିନ୍ ପ୍ରଫେସର. ଚନ୍ଦ୍ର ଶେଖର ରାଓ,ପ୍ରଫେସର. ସୁବାରାଓ, ପ୍ରଫେସର ୱାଇ. ଭି. ପ୍ରତାପ ପ୍ରମୁଖ ଯୋଗ ଦେଇ ହାଇବ୍ରିଡ୍ ବିହନର ଉପଯୋଗ ଏଵଂ ବ୍ୟବସାୟକୁ ଯନ୍ତ୍ରିକରଣ କରିବା ଦ୍ୱାରା ଚାଷୀମାନେ ଲାଭାନ୍ଵିତ ହୋଇପାରିବେ ଏବଂ ଦେଶ ମଧ୍ୟ ଖାଦ୍ୟ ଉତ୍ପାଦନରେ ଅଭିବୃଦ୍ଧି ସାଧନ କରିପାରିବ ବୋଲି ମତବ୍ୟକ୍ତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଏସ ଲିଙ୍ଗରାଜ, ବ୍ଳକ ଚିୟାରମେନ ବୀରରାଜୁ,କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ନିର ଭୂୟାଁ, ସମିତି ସଭ୍ୟ ସଭ୍ୟା, ସରପଞ୍ଚଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଚାଳ ଘର ପୋଡ଼ି ଭଷ୍ମିଭୂତ

ଚାଳ ଘର ପୋଡ଼ି ଭଷ୍ମିଭୂତ l କୋରାପୁଟ ଜିଲା କୁନ୍ଦୁରା ବ୍ଲକ ତା 19 /5. କୁନ୍ଦୁରା ବ୍ଲକ ସ୍ଥିତ କୁନ୍ଦୁରା ପଞ୍ଚାୟତ ର ବାଘଗୁଡ଼ା ଗାଁ...

ଓଡିଶାର ଘରେ ଘରେ ସାବିତ୍ରୀ ବ୍ରତ

ଓଡିଶାର ଘରେ ଘରେ ସାବିତ୍ରୀ ବ୍ରତ । ଆଜି 19.5.2023 ରିଖ ଶୁକ୍ରବାର । ଦିନ ଓଡ଼ିଶ। ତଥା ସାରା ଭାରତବର୍ଷରେ ସାବିତ୍ରୀ ବ୍ରତକୁ ପାଳନ କରାଯାଏ।ମହିଳାମାନେ...

ସାବିତ୍ରୀ ଆଗରୁ ସତ୍ୟବାନ ଙ୍କ ଜୀବନ ଗଲା

ସାବିତ୍ରୀ ଆଗରୁ ସତ୍ୟବାନ ଙ୍କ ଜୀବନ ଗଲା -------------------------------------- ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା   ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ହାଟ ନିକଟରେ ଥିବା ଗୁଡ଼ି...

ପ୍ରତୀଚି ପ୍ରୀୟଦର୍ଶିନି ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ଟପ୍ପର

ପ୍ରତୀଚି ପ୍ରୀୟଦର୍ଶିନି ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ଟପ୍ପର ଉଲୁଣ୍ଡା - କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଜଣେ ଛାତ୍ରୀ କିପରି ଟପ୍ପର ହୋଇ...

କାଳ ବୈଶାଖୀ ତାଣ୍ଡବରେ ଚାଳ ଛପର ଉଡ଼ି ୫ ପରିବାର ସର୍ବାହରା

କାଳ ବୈଶାଖୀ ତାଣ୍ଡବରେ ଚାଳ ଛପର ଉଡ଼ି ୫ ପରିବାର ସର୍ବାହରା     ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ବିଭିନ୍ନ ସ୍ଥାନରେ ଗୁରୁବାର ଦିନ...

ଆଜିର ରାଶିଫଳ

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ମଇ ମାସ ୧୯ ତାରିଖ ୨୦୨୩ ମସିହା(ଶୁକ୍ରବାର)* *ଶକାବ୍ଦ -୧୯୪୪* *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ଅନଳ* *ଜ୍ୟେଷ୍ଠ ମାସ-କୃଷ୍ଣପକ୍ଷ* *ତିଥି- ଅମାବାସ୍ୟା...