ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ପୃଥିବୀ ଦିବସ ପାଳନ
ହାଟଡ଼ିହି,୨୨/୦୪ ଅଗ୍ରଣୀ ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଇଞ୍ଚୋଳ ମଧ୍ଯ ଇଂରାଜୀ ବିଦ୍ୟାଳୟର ସଭାଗୃହରେ ଚନ୍ଦନ ପଣ୍ଡାଙ୍କ ଆବାହକତ୍ବରେ ବିଶ୍ବ ପୃଥିବୀ ଦିବସ...
ହାଟଡ଼ିହି,୨୨/୦୪ ଅଗ୍ରଣୀ ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଇଞ୍ଚୋଳ ମଧ୍ଯ ଇଂରାଜୀ ବିଦ୍ୟାଳୟର ସଭାଗୃହରେ ଚନ୍ଦନ ପଣ୍ଡାଙ୍କ ଆବାହକତ୍ବରେ ବିଶ୍ବ ପୃଥିବୀ ଦିବସ...
ବୁଗୁଡ଼ା : ତା ୨୨/୦୪/୨୩ : ଏ ମାସର ଗତ ୧୭ ତାରିଖରେ ବିଜେପିର ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲିକଙ୍କ ନିର୍ଦ୍ଦେଶରେ ଯୁବମୋର୍ଚ୍ଚା ସଭାପତି...
ବ୍ରହ୍ମପୁର, ତା ୨୨/୦୪. ବିଶ୍ବ ସର୍ବହରା ନେତା ଭି ଆଇ ଲେନିନ ଙ୍କ ଜନ୍ମଦିବସ କୁ ସିପିଆଇ (ଏମ୍ ଏଲ୍) ପାର୍ଟି ପ୍ରତିଷ୍ଠା ଦିବସ ଭାବେ...
ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି କେନ୍ଦ୍ର ଠାରେ ଆଗମୀ ରଥଯାତ୍ରା ପାଇଁପ୍ରସ୍ତୁତିବୈଠକଅନୁଷ୍ଠିତ ପାରଳାଖେମୁଣ୍ଡି:୨୨/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି...
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ ପ୍ରତିବାଦରେ କଂଗ୍ରେସ ଦଳର ବିକ୍ଷୋଭ ପ୍ରଦର୍ଶନ ପାରଳାଖେମୁଣ୍ଡି:୨୨/୪(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା...
ପାରଳାଖେମୁଣ୍ଡି:୨୨/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆସନ୍ତା ଜୁନ୍ ୨୦...
ପାରଳାଖେମୁଣ୍ଡି:୨୨/୪(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୟ ଭାରତ ସତ୍ୟାଗ୍ରହ ଓ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ...
*╭───────────────────╮* *🌄ସକାଳର ଖବର, ୨୨-ଏପ୍ରିଲ-୨୦୨୩, ଶନିବାର* *╰───────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ଭଗବାନ ଶ୍ରୀରାମଲଲାଙ୍କ ଜଳାଭିଷେକ ପାଇଁ ୧୫୫ଟି ଦେଶର ନଦୀରୁ ଆସିଲା ପାଣି l...
ବୋଲଗଡ଼, ୨୧/୪(ଉପାନ୍ତ ଓଡିଶା ):ରାଜ୍ୟ ପୂର୍ତ୍ତ ବିଭାଗ ଆର୍ଥିକ ସହାୟତାରେ ବୋଲଗଡ଼ ଡାକବଙ୍ଗଳlର ସାମ୍ପ୍ରସାରିତ ନୂତନ କୋଠlକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା...
🌹🌼👉ମହାବୀର ପଞ୍ଜିକା👈🌼🌹 ✧═════•❁❀❁•═════✧ ଅଦ୍ୟ ଅପ୍ରେଲ ମାସ ୨୨ ତାରିଖ ୨୦୨୩ ମସିହା(ଶନିବାର) ଶକାବ୍ଦ -୧୯୪୪ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୦ ସମ୍ବତ୍ସର-ଅନଳ ବୈଶାଖ ମାସ-ଶୁକ୍ଳପକ୍ଷ ତିଥି- ଦ୍ଵିତୀୟା...