ଡୁଙ୍ଗୁରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରେରଣା ହିଁ କୋମଳମତିଙ୍କୁ ଉଚ୍ଚ ସୋପାନକୁ ନେଇଥାଏ
ସମ୍ବଲପୁର , ତା.୧୧।୦୩: ଜୁଯୋମୁରା ବ୍ଲକ ବ୍ଲକ ବାହାମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ...