May 14, 2026

ଗତ କାଲି ସିଭିଲ ସର୍ଭିସ ଡେ ପାଳନ ଅବସରରେ ନୂଆଁ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସମାହାରରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ଭାସନ୍ ପ୍ରଧାମନ୍ତ୍ରୀଙ୍କୁ ଠାରୁ ଟ୍ରଫି ଓ ଉତ୍ତରାୟଣ ଗ୍ରହଣ କରିଛନ୍ତି

IMG-20250422-WA0011
Share

୨୨/୦୪/୨୫ ( ଗୁପ୍ତେଶ୍ୱର କୋରାପୁଟ) ଗତ କାଲି ସିଭିଲ ସର୍ଭିସ ଡେ ପାଳନ ଅବସରରେ ନୂଆଁ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସମାହାରରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ଭାସନ୍ ପ୍ରଧାମନ୍ତ୍ରୀଙ୍କୁ ଠାରୁ ଟ୍ରଫି ଓ ଉତ୍ତରାୟଣ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରେ ଉଲ୍ଲେଖନୀୟ କାର୍ଯ୍ୟ କରୀତା ପାଇଁ ଶ୍ରେଷ୍ଟ ପ୍ରଶାସକ ଭାବରେ କୋରାପୁଟ ଜିଲ୍ଲାପାଳ ଙ୍କୁ ଏହି ଆୱାର୍ଡ଼ ଦିଆ ଯାଇଛି। ସମଗ୍ର ଦେଶରେ କାର୍ଯ୍ୟ କାରୀତ ହେଇଥିବା ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସକ୍ଷମ ଅଙ୍ଗନବାଡ଼ି, ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା , ପି ଏମ ବିଶ୍ଵକର୍ମା, କିଶନ କାର୍ଡ, ମିଶନ ଟୀକା କରଣ, ପି ଏମ ଜନ ଅରଗ୍ୟ ଯୋଜନ, ହର ଘର ଜଳ (ଜଳ ଜୀବନ ମିଶନ) ପି ଏମ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆବାସ ଯୋଜନା ଭଳି ସମସ୍ତ ଯୋଜନା କାର୍ଯ୍ୟକରି । ଭାରତ ବର୍ଷର ୭୧୨ ଟି ଜିଲ୍ଲାକୁ ନେ଼ଇ ଆକଳନ କରାଯାଇଥିବା ବେଳେ ସେଥମଧ୍ୟରୁ ଶ୍ରେଷ୍ଟ ୫ ଟି ଜିଲ୍ଲାକୁ ବଛାଯାଇଥିବା ବେଳେ କୋରାପୁଟ ଜିଲ୍ଲା ଶ୍ରେଷ୍ଟ ବିବେଚିତ ହୋଇଥିବାରୁ ଜିଲ୍ଲାପାଳଙ୍କୁ ଏହି ସମ୍ମାନ ମିଳିଥିଲା.