ବିଜେପି ପକ୍ଷରୁ ପ୍ରେସ୍ ମିଟ୍, ଶ୍ରମମନ୍ତ୍ରୀଙ୍କ ବହିଷ୍କାର ଏବଂ ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣର ଅଭିଯୁକ୍ତଙ୍କୁ ଗିରଫ ଦାବି
ବୁଗୁଡ଼ା : ସ୍ଥାନୀୟ ବିଜେପି କାର୍ଯାଳୟରେ ଆଜି ପୂର୍ବାହ୍ନରେ ଦଳ ପକ୍ଷରୁ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ସଂଯୁକ୍ତା ମାହଲଙ୍କ ସଙ୍ଗୀନ ଅଭିଯୋଗରେ...