October 28, 2026

ଅତାବିରା ଡାକ୍ତରଖାନାରେ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ

IMG-20261028-WA0046
Share

 

 

ବରଗଡ,

 

 

ସ୍ବଚ୍ଛ ରହିବା,ସୁସ୍ଥ ରହିବା,ଦେଶକୁ ଆଗକୁ ନେବା ସଂକଳ୍ପ ନେଇ ଅତାବିରା ସରକାରୀ ଡାକ୍ତର ଖାନାରେ ଡା. ଚିତ୍ତରଞ୍ଜନ ଜେନାଙ୍କ

ପ୍ରୟାସରେ ଲାୟନ୍ନ କ୍ଲବ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା.ରବିନାରାୟଣ ମିଶ୍ର, ଡା. ସମୀର

ଭୋଇ, ଲାୟନ୍ସ ମନୋଜ ଶର୍ମା, ଅତାବିରା ଲାୟନ୍ସ କ୍ଲବର ସଭାପତି ବି ଗୋବିନ୍ଦ ରାଜୁ, ସମ୍ପାଦକ ଜୟକୃଷ୍ଣ ଛୁରିଆ, ସୁଜିତ ସିଂହ, ପ୍ରକାଶ

ଅଗ୍ରୱାଲ, କ୍ଷୀରୋଦ କୁମାର ବାରିକ, ହନି ଅଗ୍ରଓ୍ବାଲ,ହୀରାଲାଲ ମେହେର, ଦିବ୍ୟ ମେହେର, ପ୍ରଭାସ ରଥ,

ରାଜେନ୍ଦ୍ର ମେହେର, ଅଶୋକ ପ୍ରଧାନ ପ୍ରମୁଖ ସ୍ଵଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ।