ଜିଲାପାଳଙ୍କ ସମ୍ମିଳନୀ କକ୍ଷ୍ୟ ଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କ ଅଧକ୍ଷତାରେ ପଞ୍ଚମ (ଆର ପି ଡି ଏ ସି )ବୈଠକ ଅନୁଷ୍ଠିତ ..
ରାୟଗଡା ୧୮/୮/୨୦୨୬ରିଖ ଦିନ ଜିଲାପାଳଙ୍କ ସମ୍ମିଳନୀ କକ୍ଷ୍ୟ ଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କ ଅଧକ୍ଷତାରେ ପଞ୍ଚମ (ଆର ପି ଡି ଏ ସି )ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଯଥା ରାୟଗଡା ଜିଲ୍ଲାପାଳ ଶ୍ରୀ ଅଶୁତଶ କୁଲକରନି ଓ କୋରାପୁଟ ଶ୍ରୀ ଜିଲ୍ଲାପାଳ ଶ୍ରୀ ମୋନଜ କୁମାରମହାଜନ, sp ରାୟଗଡା ଶ୍ରୀ ରାଜ ପ୍ରସାଦ ଉଭୟ ଜିଲ୍ଲା ର D F O ଓ କଂଜରଭେଟର ( reng ସୁନାବେଡା )ଙ୍କ ସମେତ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଲଷ୍ମୀପୂର ବିଧାୟକ ପବିତ୍ର ସାଉଁତା ବିଧାୟକ ରାୟଗଡା ଆପଲା ସ୍ୱାମୀ କlଦ୍ରାକl ଉଭୟ ଜିଲ୍ଲାର ଜିଲ୍ଲାପରିଷଦ ଅଧକ୍ୟ ରାୟଗଡା ସୁଶ୍ରୀ ସ୍ୱରସ୍ୱତୀ ମାଝୀ କୋରାପୁଟ ସୁଶ୍ରୀ ସସ୍ମିତା ମେଲକା କାଶୀପୁର ବ୍ଲକ ଅଧକ୍ଷ୍ୟ କଣ୍ଠରାମ ମାଝୀ ଲଷ୍ମୀପୂର ବ୍ଲକ ଅଧକ୍ଷ୍ୟ ଙ୍କ ସମେତ R P D A C ସଦସ୍ୟ ସଦସ୍ୟା ଙ୍କ ଉପସ୍ଥିତ ରେ ଆଦିତ୍ୟ ବିର୍ଲା ଆଲୁମିନା କମ୍ପାନୀ ଯୋଗୁଁ ଡିସପ୍ଲେସ ମେଣ୍ଟ ଓ ରିସେଟଲ ମେଣ୍ଟ ଓ ପାରି ପାର୍ସିକ ଉନ୍ନୟନ ବିଷୟରେ ଫୁଙ୍କାନୁ ପୁଙ୍ଖ ଆଲୋଚନା କରାଯାଇଥିଲା କାଶୀପୁର ବ୍ଲକ ଅଧକ୍ଷ୍ୟ କଣ୍ଠ ମାଝୀ R D C ତଥା RPDAC ମୁଖ୍ୟ ଙ୍କୁ କାଶୀପୁର ବ୍ଲକର ଲୋକେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିବା ଏହା ଏକ ବଡ଼ ଦୁଃଖର ଘଟଣା କାରଣ ଉକ୍ତ ସ୍ଥାନରେ ଦୁଇ ଦୁଇଟି ପ୍ରକଳ୍ପ ସ୍ଥାପନ ହୋଇଛି କିନ୍ତୁ ସ୍ଥାନୀୟ ଅଂଚଳ ରେ ନିଯୁକ୍ତି ଓ ରୋଜଗାର ନ ମିଳିବା ଯୋଗୁଁ ଦାଦନ ଖଟି ବାକୁ ବାହାର ରାଜ୍ୟ କୁ ଯିବାକୁ ବାଧ୍ୟ୍ୟ ହେଉଛନ୍ତି ଏହାର ସ୍ଥାୟୀ ସମାଧାନ ପାଇଁ ବ୍ଲକ ଅଧକ୍ଷ କଣ୍ଠ ମାଝୀ ଓ ସରପଞ୍ଚ ସୀତାରାମ ମାଝୀ ଦାବି କରିଛନ୍ତି ସେପଟେ ଲଷ୍ମୀପୂର ବ୍ଲକ ର ବିରୀଗୁଡା ବାସି ଙ୍କୁ D p ମାନ୍ୟତା ନଦେଲେ କମ୍ପାନୀ ବନ୍ଦ କରିବାକୁ ଧମକ ଦେବା ସହିତ ସହ ସହ ବିରୀଗୁଡା ବାସି ଜିଲାପାଳ ସମ୍ମିଳନୀ କକ୍ଷ୍ୟ ଆଗରେ ବିକ୍ଷବ ପ୍ରଦର୍ଶନ କରି ମେଜର ବେଗ ଗୋ ବେକ D p ନାହିଁତ କମ୍ପାନୀ ନାହିଁ କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସେପଟେ କମ୍ପାନୀ କତୃପକ୍ଷ ଓ R D C ଅଧକ୍ଷ CSR ପାଣ୍ଠିକୁ ବାର୍ଷିକ ୩୨କୋଟି ରୁ ୫୦କୋଟିକୁ ଵୃଦ୍ଧି କରିଥିବା ବେଳେ ଆର ଡି ସି ଅଧକ୍ଷ୍ୟ ଙ୍କ ଅଧକ୍ଷତା ରେ ବୈଠକ ରେ ବିରୀଗୁଡା କଲୋନୀ ବିସ୍ଥାପିତ ପରିବାର ଙ୍କ ଲାଗି ଦୁଇଟି ବିକଳ୍ପ ଉପରେ ଆଲୋଚନା କରା ଯାଇଥିଲା ପ୍ରକଳ୍ପ ଅଂଚଳ ରେ ପରିବାର ସଂଖ୍ୟା ୨୦୯ରେ ପହଁଛି ବାରୁ ସେମାନଂକୁ ଘର ଜମି କିମ୍ବା ଚାକିରୀ ପ୍ରଦାନ ଚିନ୍ତା ରେ ପକାଉଛି କମ୍ପାନୀ କତୃପକ୍ଷ ଙ୍କୁ ଏହାର ମୁଖ୍ୟ କାରଣ ହେଉଛି କମ୍ପାନୀ ୧୮ବର୍ଷ ତଳେ ସର୍ଭେ ରିପୋର୍ଟ ଅନୁସାରେ ସେତେବେଳେ କେବଳ ୪୫ଟି ପରିବାର ଥିବା ବେଳେ ବର୍ତମାନ ପରିବାର ସଂଖ୍ୟା ୨୦୯ରେ ପହଁଚି ଯାଇଛି ଏଣୁ କମ୍ପାନୀ ବର୍ତମାନ ହରଡ଼ ଘୋଣାରେ
Rdc ଙ୍କ କହିଵା ଅନୁଯାଇ ଯଦି ଆମେ ୨୦୯ପରିବାର ଙ୍କୁ d p ମାନ୍ୟତା ଦେବୁ ତେବେ d p ର ସମସ୍ତ ସୁବିଧା ଦେଇପାରିବୁ ନାହିଁ କେବଳ କିଛି ଆନୁସାଙ୍ଗିକ ସୁବିଧା ଯୋଗାଇ ଦେଇପାରିବୁ ବୋଲି ପ୍ରକାଶ କରିଥିବା ବେଳେ ବିସ୍ଥାପିତ ପରିବାର ନିଜ ଜିଦରେ ଅଟଳ ରହି ଦୀର୍ଘ ୧୦ଦିନ ହେବ କମ୍ପାନୀ ବନ୍ଦ କରି ଧାରଣା ରେ ଜିଦ ଧରି ବସି ଥିବା ବେଳେ ଶେଷ ଖବର ସୁଦ୍ଧା ଗ୍ରାମବାସୀ କିଛି ନିଷ୍ପତି ନେଇଛନ୍ତ ଯେ ପ୍ରଥମ ସର୍ଭେ ର ୪୫ଜଣକଙ୍କୁ ପ୍ରଥମେ D P ମାନ୍ୟତା ଦିଆଗଲା ପରେ ପରବର୍ତୀ କଥା ବିଚାରକୁ ନିଆ ଯିବ ବୋଲି ବିରୀଗୁଡା ଗ୍ରାମବାସୀ ପ୍ରକାଶ କରଛନ୍ତି|ରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ
