March 10, 2026

ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନ ଆନୁକୁଲ୍ୟରେ ଗୁମ୍ମା ବ୍ଲକ ଠାରେ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

IMG-20230608-WA0012
Share

 

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଠାରେ ସମର୍ଥ ଅନୁଷ୍ଠାନର ଆନୁକୁଲ୍ୟରେ ଭିନ୍ନକ୍ଷମ ଶିବିର

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପମ ଅଭିଷେକ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପମ ଅଭିଷେକ ବେହେରା, ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଗୁମ୍ମା ବ୍ଲକର ୨୦ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ଓ ବିଭିନ୍ନ ଗ୍ରାମ ର ମହିଳା ମଣ୍ଡଳ ଓ କୋଣ ଅନୁକୋଣ ର ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ।ଅନ୍ୟପକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ , ପ୍ରଫେସର ମାରୁତି ପାଳ ଉପାଧ୍ୟକ୍ଷ ଶ୍ରୀ ନିବାସ ରାଓ ଗସ୍ତ କରି ଗତ ମେ ମାସରେ ୫ଟି ମୂଖ୍ୟ ସଚିବ ଭି କେ ପାଣ୍ଡିଆନ ବିଭିନ୍ନ ପ୍ରଜେକଟ୍ ର ଅର୍ଥ ରାଶି ପ୍ରଦାନ କରିଥିବାରୁ ବୈଠକରେ ଘୋଷଣା କରିଥିଲେ। ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାମାନଙ୍କରପେନସନ ସମ୍ପର୍କରେ ବି.ଏସ.ଏସ.ଓ. ଉପେନ୍ଦ୍ର ମାଛ ଘୋଷଣା କରିଥିଲେ।ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନ ର ଅଧକ୍ଷ ନିରଞ୍ଜନ ବେହେରା ଓ ସମ୍ପାଦକ ସନ୍ତୋଷ କୁମାର ମହାରଣା ପରିଚାଳନା କରିଥିଲେ।