ଉମରକୋଟ ବ୍ଲକ ଭଣ୍ଡାରୀଗୁଡା ଗ୍ରାମ ପଞ୍ଚାୟତ ଅଧିନ ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟ ତରଫରୁ ସମ୍ବାଦ ପରିବାର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି………….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଏହି ଅବସରରେ ବନ ବିଭାଗର ଧୋଡରା ବିଟ୍ ଫରେଷ୍ଟର ଶ୍ରୀଯୁକ୍ତ ଗୋବିନ୍ଦ ନାୟକ ପୋଡ଼ାଗଡ ଫରେଷ୍ଟ ଗାର୍ଡ ଆରିଶପା ମଣ୍ଡଳ, ପାରା ଗାର୍ଡ ମଙ୍ଗଳ ଭତ୍ରା ,ସହଯୋଗୀ ରାଜେନ୍ଦ୍ର ମାଝୀ ,ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରକୃତି ବନ୍ଧୁ କୈଳାସ ଚନ୍ଦ୍ର ବେହେରା ସଭାପତି ଶ୍ରୀଯୁକ୍ତ ଉଦ୍ଧବ ଚରଣ ନାୟକ ପ୍ରକୃତି ବନ୍ଧୁ ଦଶରୁ ନାୟକ ନକୁଳ ଲୋହରା ପୀଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ପୁରୁଷୋତ୍ତମ ଭତ୍ରା ଉପ ସଭାପତି ଶ୍ରୀଯୁକ୍ତ କୃଷ୍ଣ ପୂଜାରୀ ସମେତ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଶୁଭଶ୍ରୀ ବେହେରା ଜଗଦିଶ ଗୁରୁଜୀ ପାର୍ବତୀ ଗୁରୁମା,କରୁଣା ଗୁରୁମା ପ୍ରମିଳା ଗୁରୁମା ଜୀମଲା ଗୁରୁମା ମମତା ଗୁରୁମା ନିହାରିକା ଗୁରୁମା ଆଶିଷ ଗୁରୁଜୀ ହନୁମନ୍ତ ଗୁରୁଜୀ ,ଅମ୍ବିକା ଗୁରୁମା ବନିତା ଗୁରୁମା ,ପିଅନ ମଦନ ପୂଜାରୀ ,ମଣିରାମ ବିଶୋଇ , ରଦମା ପନକା ପିଅନ ସହଯୋଗରେ ଦୁଇଶହ ଚାରା ରୋପଣ କରାଗଲା ଓ ଏକ ସଚେତନତା ବୈଠକ ଅନୁଷ୍ଟିତ ହୋଇଥିଲା ଏହି ବୈଠକରେ ଫରେଷ୍ଟର ଶ୍ରୀଯୁକ୍ତ ଗୋବିନ୍ଦ ନାୟକ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଷୟରେ ତିନିଶହ ରୁ ଉର୍ଦ୍ଧ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ସଭାପତି ଉର୍ଦ୍ଧବ୍ ଚରଣ ନାୟକ ଛାତ୍ର ଛାତ୍ରୀ।ମାନଙ୍କୁ ବୁଝାଇ ଥିଲେ
