ଆଜିର ଖବର..
୧-ଭୁବନେଶ୍ୱର:ଆଜିଠୁ ବୋର୍ଡ ଓ୍ବେବସାଇଟ୍ ରେ OTET ଆଡମିଟ୍ କାର୍ଡ ଉପଲବ୍ଧ,୯୭ ହଜାର ପରୀକ୍ଷାର୍ଥୀଙ୍କ ପାଇଁ ହୋଇଛି ୩୧୧ ପରୀକ୍ଷା ସେଣ୍ଟର।
୨-ସରିଲା ରଜ ମଉଜ,ପୁଣି ଆରବର୍ଷକୁ ଅପେକ୍ଷା,ଆଜି ବସୁମାତା ସ୍ନାନ।ବାର ଥିବାରୁ ଆମିଷ ଜମିବ।
୩-ଭୁବନେଶ୍ୱର:ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ଭୁଲ ଚିହ୍ନଟ,ବିଭିନ୍ନ ମହଲରେ ଅସନ୍ତୋଷ।
୪-ଆସନ୍ତାକାଲି ଠାରୁ OJEE counselling, ଓ୍ବେବସାଇଟ୍ ରେ ସମ୍ପୂର୍ଣ୍ଣ କ୍ରମାନ୍ୱୟ ପକ୍ରିୟା ଦେଖନ୍ତୁ।
୫-ଭତ୍ତାକୁ ନେଇ ବଡ଼ ଆଶ୍ୱସ୍ତି: ଖୁବଶୀଘ୍ର ଖାତାକୁ ଆସିବ ବକେୟା ଟଙ୍କା, ୩ ମାସର ଭତ୍ତା ଏକାଥରେ ମିଳିପାରେ।
୬-ଭୁବନେଶ୍ୱର:୫ ଦିନ ଘଡ଼ଘଡ଼ି ବର୍ଷା, ୨୦ ତାରିଖ ଯାଏ କାଳବୈଶାଖୀ ପାଇଁ ପୁରା ରାଜ୍ୟକୁ ୱେଲୋ ୱାର୍ଣ୍ଣିଂ ଜାରି।
୭-ଭୁବନେଶ୍ୱର ସୈନିକ ସ୍କୁଲ ସିରିଜ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଧର ଟୋପଙ୍କ ମୃତ୍ୟୁ।
୮-ପୁରୀ:ଅଘଟଣମୁକ୍ତ ଓ ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଫୋକସ୍ , ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରୁଛନ୍ତି ଅଧିକାରୀ।
୯-କେନ୍ଦ୍ରାପଡ଼ା:ମହାକାଳପଡ଼ା ସରପଞ୍ଚ ମାମଲା, ମାନବାଧିକାର ଆୟୋଗରେ ପହଞ୍ଚିଲା ଘଟଣା, ମାଗିଲେ ୭୦ ଲକ୍ଷର କ୍ଷତିପୂରଣ।
୧୦-SHG ମହିଳାଙ୍କ ପାଇଁ ବଡ଼ ସୁଯୋଗ; ଜୁନ୍ ୨୧ରୁ ୩୦ ଯାଏଁ ସାରା ରାଜ୍ୟରେ ହେବ ‘ସୁଭଦ୍ରା ଶକ୍ତି ସମାବେଶ’; ମହିଳା ସଶକ୍ତିକରଣକୁ ମିଳିବ ନୂଆ ଦିଗ।
୧୧-ବଲାଙ୍ଗୀର:୩୦ ହଜାର ନ ଦେବାରୁ କ୍ରସର ବ୍ୟବସାୟୀଙ୍କ ଉପରେ ମରଣାତ୍ମକ ଆକ୍ରମଣ; ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ।
୧୨-ଓଡ଼ିଶା ମାଟିରୁ ଭାରତର ରଣହୁଙ୍କାର, ଅବଦୁଲ କଲାମ ଦ୍ୱୀପରୁ ଉଡ଼ିଲା ଭାରତର ନୂଆ ରଣାସ୍ତ୍ର; ଦୂରଗାମୀ କ୍ରୁଜ୍ ମିସାଇଲର ହେଲା ସଫଳ ପରୀକ୍ଷଣ।
୧୩-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ।
୧୪-ରଜରେ କେନ୍ଦୁଝରରେ ଏନକାଉଣ୍ଟର ; କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର।
୧୫-ନବରଙ୍ଗପୁର:ଅମାନିଆ ଚାଳକଙ୍କ ଗାଡିରୁ ୩୧ଟିି ସାଇଲେନ୍ସର ଖୋଲିଲା ପୁଲିସ।
୧୬-ପୁରୀରେ ଉପନିର୍ବାଚନ କମିଶନର ଜ୍ଞାନେଶ ଭାରତୀ; ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ।
୧୭-ମହିଳା ଟି ଟ୍ବେଣ୍ଟି ବିଶ୍ଵ କପ୍: ନିଉଜିଲ୍ୟାଣ୍ଡର ଦ୍ବିତୀୟ ପରାଜୟ,ଆଜି ଭାରତ ନେଦରଲ୍ୟାଣ୍ଡ ମଧ୍ୟରେ ଟକ୍କର।
୧୮-ନୂଆ ଦିଲ୍ଲୀ:NEET ପୁନଃ ପରୀକ୍ଷା ପୂର୍ବରୁ କଟକଣା, ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ୍ ବନ୍ଦ୍।
୧୯-ଭାରତରେ ଡିଜିଟାଲ ଠକେଇ ମାମଲା ବିଶ୍ୱ ତୁଳନାରେ ଦୁଇଗୁଣ ଅଧିକ: TransUnion ରିପୋର୍ଟ।
୨୦-ୱିମ୍ବଲଡନରେ ୱିଲିୟମ୍ସ ଭଉଣୀଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି, ଏକ ଦଶନ୍ଧି ପରେ ସାଥୀ ହୋଇ ଖେଳିବେ ସେରେନା-ଭିନସ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
