May 28, 2026
ajiro khabar
Share

 

 

 

 

୧-ଭୁବନେଶ୍ୱର:ପ୍ରକାଶ ପାଇଲା OCS-2024 ରେଜଲ୍ଟ; ୨୦୦ ଜଣ କୃତକାର୍ଯ୍ୟ,ବୁବୁନ ସାହୁ ହେଲେ ଟପ୍ପର,ଦ୍ବିତୀୟରେ ଅଛନ୍ତି ଶୋଭନା ମହାନ୍ତି।

 

୨-ଭୁବନେଶ୍ୱର:ଜୁନ୍ ୧ରୁ ଯୁକ୍ତ ଦୁଇ ମାର୍କର ପୁନଃ ଯାଞ୍ଚ ଆବେଦନ ଆରମ୍ଭ ହେବ, ୧୨ ଯାଏଁ ଚାଲିବ।

 

୩-ଭୁବନେଶ୍ୱର:ଯୁକ୍ତ ତିନି ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୯ରୁ ହେବ ପାଠପଢ଼ା ଆରମ୍ଭ।

 

୪-ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା, ଭୁବନେଶ୍ୱରରେ ଅଧିକ ଆର୍ଦ୍ରତାରେ ବଢ଼ିଲା ଗୁଳୁଗୁଳି।

 

୫-ଆକ୍ସନ ମୁଡ଼ରେ ଏବେ ଓଡ଼ିଶା ପୁଲିସ ; ଅପରାଧୀଙ୍କୁ ସିଧା ଏନକାଉଣ୍ଟର।

 

୬-ଭୁବନେଶ୍ୱର:ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩୬୦ ଅଧିକାରୀ ବଦଳି, ୬ ପ୍ରଶାସନିକ ଅଧିକାରୀଙ୍କୁ ଫେରାଇ ଦିଆଗଲା ମୂଳ କ୍ୟାଡର।

 

୭-ବାରଙ୍ଗ ମୁଣ୍ଡଳୀ ନିକଟ ମହାନଦୀରେ ପୁଣି କୁମ୍ଭୀର ଆତଙ୍କ , ବ୍ରିଜ ଉପରେ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼।

 

୮-ଖୁବଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର, ଦିଲ୍ଲୀରେ ଡେରା ପକାଇଲେଣି ବିଜେପି ନେତା।

 

୯-ଦିଲ୍ଲୀରେ ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ, ଅଭିନନ୍ଦନ ଜଣାଇଲେ ମୋହନ ଓ ଧର୍ମେନ୍ଦ୍ର।

 

୧୦-କଟକ:ଆତଙ୍କବାଦୀ ଲିଙ୍କ ଘଟଣା, ୨୦୧୫ ରେ ଗିରଫ ହୋଇଥିବା ଅବଦୁର ରହମାନ ନିର୍ଦ୍ଦୋଷରେ ଖଲାସ।

 

୧୧-କଳାହାଣ୍ଡି, ଗୌଡ଼ କର୍ଲାଖୁଣ୍ଟା ଗାଁ:ଶ୍ବାସରୁଦ୍ଧରେ ଚାଲିଗଲା ୬ ଜଣଙ୍କ ଜୀବନ, ୪ ଲକ୍ଷ ଲେଖାଏଁ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ର।

 

୧୨-ଆରମ୍ଭରୁ ଠକିଲା ମୈ।ସୁମୀ,IMD କହିଥିଲା ୨୬ ମେ’ରେ କେରଳ ଛୁଇଁବ।

 

୧୩-ନୂଆ ଦିଲ୍ଲୀ:ଗୁଜରାଟକୁ ଧୂଳି ଚଟାଇଲା RCB; ୫ମ ଥର ପାଇଁ ଫାଇନାଲରେ ମାରିଲା ଏଣ୍ଟ୍ରି, ଚମକିଲେ ରଜତ ପାଟିଦାର।

 

୧୪-ମୁଲନପୁର:ଆଜି ରାଜସ୍ଥାନ- ହାଇଦ୍ରାବାଦ ମୁକାବିଲା,ବିଦାୟ ନେବ ପରାଜିତ ଦଳ।

 

୧୫-କାନ୍ଧରେ ଧୋତି,ହାତରେ ବ୍ୟାଟ୍ : ତାମିଲନାଡୁ ସିଏମଙ୍କ ନୂଆ ଅନ୍ଦାଜ,ଥାଲାପତିଙ୍କୁ କିଙ୍ଗ୍ କୋହଲିଙ୍କ ଗିଫ୍ଟ।

 

୧୬-କୋଲକାତା:ବଙ୍ଗରେ ଗରିବଙ୍କ ପାଇଁ ସରକାରଙ୍କ ବଡ଼ ଉପହାର; ୫ ଟଙ୍କାରେ ମିଳିବ ମାଛ-ଭାତ, ଖୋଲାଯିବ ୪୦୦ କ୍ୟାଣ୍ଟିନ୍‌।

 

୧୭-କୋଲକାତା:ନନ୍ଦିଗ୍ରାମ ଉପ ନିର୍ବାଚନ ଲଢିବାକୁ ଡରୁଛନ୍ତି ଟିଏମସି ନେତା, ମମତା ବାନାର୍ଜୀଙ୍କୁ ମିଳୁନି ପ୍ରାର୍ଥୀ।

 

୧୮-ନୁଆ ଦିଲ୍ଲୀ:ଦେଶରେ ଅନୁପ୍ରବେଶ ଉପରେ ଲାଗିବ ଅଙ୍କୁଶ, କେନ୍ଦ୍ର ସରକାର ଗଠନ କଲେ ଉଚ୍ଚ ସ୍ତରୀୟ କମିଟି।

 

୧୯-ଚେନ୍ନାଇ:ବିଧାୟକ ପଦରୁ ଇସ୍ତଫା ଦେଇ ଟିଭିକେରେ ଯୋଗଦେଲେ ଏଆଇଏଡିଏମ୍‌କେର ୩ ବିଧାୟକ

 

୨୦-ତେହେରାନ:ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ୨ ? ଇରାନ ଉପରେ ପୁଣି ହମଲା,ମିସାଇଲ୍ ସାଇଟ୍ ଓ ବୋଟ୍ କୁ ହେଲା ବୋମାମାଡ ।

 

 

🙏 *ସୁପ୍ରଭାତ* 🙏