July 30, 2026

ବିଧାୟକ ଦଳ ନେତାଙ୍କ ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ଗସ୍ତ 

IMG-20260524-WA0055
Share

ତାରିଖ ୨୪. ୦୫. ୨୬କୋରାପୁଟ ଜ଼ିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସୁଙ୍କି ଗ୍ରାମପଞ୍ଚାୟତର ନିମାଲପାଡ଼ୁ ଅଞ୍ଚଳସ୍ଥ ମୁଙ୍ଗାରଗୁମ୍ମି, ଗୀନିପିଲ୍ଲପାଡ଼ୁ, ରାୱଲପାଡ଼ୁ ଓ ଅଣ୍ଡରାଙ୍ଗି ଅଞ୍ଚଳ ପରିଦର୍ଶନ କରିବା ସହ ଅଣ୍ଡରାଙ୍ଗି ଜଳପ୍ରପାତ। ଏହି ସୁନ୍ଦର ସ୍ଥାନକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ତଥା ପିକନିକ୍ ସ୍ପଟ୍ ଭାବେ ବିକାଶ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇ ପର୍ଯ୍ୟଟନ ଶିଳ୍ପର ଉନ୍ନତିକରଣ ପାଇଁ ପ୍ରୟାସ କରିଯିବ ବୋଲି ଉପସ୍ଥିତ ଜନସାଧାରଣଙ୍କୁ କହିଛନ୍ତି ମାନ୍ୟବର ପଟ୍ଟାଙ୍ଗି ବିଧାୟକ ତଥା ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡମ.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ସମାଚାର