ନଳକୂପ ମରାମତି ଓ ସୋଲାର ପମ୍ପ, ରାସ୍ତା ମରାମତି, ଷ୍ଟିଟଲାଇଟ ସମ୍ପର୍କରେ

ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସରରଞନ କର) ବେଗୁନିଆ ପଞ୍ଚାୟତ ୯ ନମ୍ବର ୱ୍ବାର୍ଡ ଉଁଉରି ସାହି ଓଡ଼ଗାଁ ମଉଜାରେ ନଳକୂପରେ ସୋଲାର ପମ୍ପ ଲଗାଇବା, ରାତ୍ରିରେ କୌଣସି ଷ୍ଟିଟଲାଇଟ ଜଳୁନାହିଁ ଓ ରାସ୍ତାଘାଟ ଖଲଖମାରେ ଭର୍ତ୍ତୀହୋଇଛି ଏହାର ମରାମତି ନିମନ୍ତେଜନକଲ୍ୟାଣର ସଭାପତି ଶ୍ରୀମହାବୀର ବଣିକ ସଂଘଭୁବନେଶ୍ଵର ୟୂନିଟ ୧ର ସଭାପତି ଅକ୍ଷୟ କୁମାର ରଥ, ଜୟନ୍ତି ବେହେରା,ନିରୁପମା ସାହୁ,କମଳିନି ସାହୁ, ରୁମା ବେହେରାପ୍ରମୁଖ ଅଭିଯୋଗ ଗୋଷ୍ଠି ଉନ୍ନୟନ୍ନ ଅଧୀକାରୀ,RWSS jE,ସରପଞ୍ଚଙ୍କୁ ଅଭିଯୋଗ ପତ୍ର ଦାଖଲ କରିଏହାର ଶ୍ରୀଘ୍ରମରାମତି ପାଇଁପଦକ୍ଷେପ ନେବାପାଇଁ ଜଣାଇଛନ୍ତି
