ଉମରକୋଟ ବ୍ଲକ ରାଜପୁର ଗ୍ରାମ ପଞ୍ଚାୟତ ଅଧୀନ ଝୋଲା ଗ୍ରାମରେ ମା ଜଲନି ମାତା ଙ୍କ ମନ୍ଦିର ରତ୍ନ ମୁଦ ଅନୁଷ୍ଠିତ…………

ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ଏହି ଅବସରରେ ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟର ନିର୍ଦ୍ଦେଶକ ଡଃ କୈଳାସ ଚନ୍ଦ୍ରବେହେରା, ଟ୍ରଷ୍ଟ ସଭାପତି ଶ୍ରୀଯୁକ୍ତ ଉଦ୍ଧବ ଚରଣ ନାୟକ ପୋଡାଗଡ ଚାଉରିଆ ମନ୍ଦିର ପୂଜାରୀ କୃଷ୍ଣ ପୂଜାରୀ ଭୈରବ ପୂଜାରୀ ବିଞ୍ଜାଲ ପୂଜାରୀ କଳା ଭୈରବ ପୂଜାରୀ ପୂର୍ଣ୍ଣ ପୂଜାରୀ , ପୋଡାଗଡ ପୂଜାରୀଙ୍କ ମଧ୍ୟରୁ ରଘୁ ପୂଜାରୀ ବ୍ରଜ ବନ୍ଧୁ ଗୌନ୍ତିଆ ମିସ୍ତ୍ରୀ ତିଲ ଭତ୍ରା କାରାଗାଁ , ନାରାୟଣ ପୂଜାରୀ ,ଦଶରୁ ନାୟକ, ଜୟରାମ ଶିରା ,ଝୋଲା ଗ୍ରାମର ଗୌର ମାଝୀ ଦୀନବନ୍ଧୁ ଭକ୍ତ ଉଳଧର ଚାଲାଣ ପତିରାମ ପୂଜାରୀ ରାଜପୁର ଗୁରୁବାରୁ ପୂଜାରୀ ପୁରୁଷତ୍ତମ ଭତ୍ରା , ମୁକେଶ ପୂଜାରୀ ସମନ ପୂଜାରୀ , ଧନୁର୍ଜୟ ମେମ୍ବର , ବକଚନ୍ଦ୍ ଭତ୍ରା ମୁନି ଭତ୍ରା ଖଗ ନାୟକ ମଧୁ ଭତ୍ରା ରାଜକୁମାର ଭତ୍ରା ପିତମ୍ ମାଝୀ , ଧନସିଂ ଭକ୍ତ ମଧ୍ୟାହ୍ନ ଭତ୍ରା ,ପୂର୍ଣ୍ଣ ଭତ୍ରା ମିରି ଭତ୍ରା, ରବି ଭତ୍ରା ଗଜେନ୍ କୋଷ୍ଟା ନନ୍ଦ ଲୋହରା ,ମିରୀ ଚଲାଣ ,ଚୈତନ୍ୟ ଭତ୍ରା ,ସୁମନ ଭତ୍ରା ଯୋଗ ଦେଇ ଏହି ରତ୍ନମୁଦ କାର୍ଯ୍ୟ ସମ୍ପୂର୍ଣ୍ଣ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା ମଣ୍ଡେଇ ଭଟ୍ଟାର ଭକ୍ତ ନୃତ୍ୟ ପ୍ରଦର୍ଶନ ହୋଇଥିଲା।
