କୋରାପୁଟ୍ ବିଶାଖାପାଟଣା ରାସ୍ତା ଜାମ୍

IMG-20260407-WA0011
Share

କୋରାପୁଟ (ଗୁପ୍ତେଶ୍ୱର ରଥ) କୋରାପୁଟ ଠାରୁ ବିଶାଖାପାଟଣା ଯାଉଥିବା 26 ନମ୍ବର ଜାତୀୟ ରାଜପଥ ଗତକାଲି ବିଳମ୍ବିତ ରାତି ରୁ ରାସ୍ତା ଅବରୋଧ। ଗତ କାଲି ରାତିରେ ଏକ ଚାଉଳ ବାଝେଇ ଟ୍ରକ ସୁଙ୍କି ଘାଟିରେ ମଝି ରାସ୍ତାରେ ଅଲଟି ପଡ଼ିବାରୁ ସଂପୂର୍ଣ୍ଣ ରାସ୍ତା ଅବରୋଧ ହୋଇଛି ଯାହାଫଳରେ ରାସ୍ତା ର ଉଭୟ ପାର୍ସରୁ ଶହ ଶହ ଗାଡ଼ି ଅଟକି ରହିଛି

You may have missed