ଶକ୍ତି ଅରୁଣ ଟ୍ରଷ୍ଟ ତରଫରୁ ଚକ୍ଷୁ ଚିକିତ୍ସା ଶିବିର, ଅସହାୟ ବ୍ୟକ୍ତି ଙ୍କୁ ବସ୍ତ୍ର ବଣ୍ଟନ ..

ଙଆଜି କୁଜଙ୍ଗ ବ୍ଲକ ଅନ୍ତର୍ଗତ ମହ୍ଲାସାହି ଅନନ୍ତ ହରି କ୍ଷେତ୍ର ରେ ପଦ୍ମଶ୍ରୀ ବାବା ବଳିଆ ଙ୍କ ମାର୍ଗଦର୍ଶନ ରେ ରାଜ୍ୟ ର ପ୍ରମୁଖ ସାମାଜିକ ତଥା ସାଂସ୍କୃତିକ ସଂଗଠନ ” ଶକ୍ତି ଅରୁଣ ଟ୍ରଷ୍ଟ ” ତରଫରୁ ଚକ୍ଷୁ ଚିକିତ୍ସା ଶିବିର ,ବୃକ୍ଷ ରୋପଣ,ଏବଂ ରଜନୀ ଦେଵୀ ଜରାଶ୍ରମ ର ଅନ୍ତେବାସୀ ଏବଂ ଅଞ୍ଚଳ ର କିଛି ଅସହାୟ ବ୍ୟକ୍ତି ଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ଅଧ୍ୟକ୍ଷ ଡ଼ଃ ଅରୁଣ କୁମାର ପାଣି ଙ୍କ ପୌରହିତ୍ୟ ରେ , ମହ୍ଲାସାହି ମଠ ଟ୍ରଷ୍ଟି ଶ୍ରୀଯୁକ୍ତ ବଲ୍ହଭ ଚରଣ ପାଣି , ବିଶ୍ଵନାଥ ପାଣି, ସମାଜ ସେବୀ ପ୍ରଶାନ୍ତ ମହାପାତ୍ର, ଆଇନଜୀବୀ ଦେବବ୍ରତ ସାହୁ, କିଶୋର କୁମାର ଶତପଥୀ , ମଞ୍ଜୁଲତା ରାଉତ , ଗୋଲେଖ ଚନ୍ଦ୍ର ବେହେରା , କେଶବ ଚନ୍ଦ୍ର ବେହେରା , ଯୋଗଗୁରୁ ତାପସ ରଞ୍ଜନ ପତି , ସମାଜସେବୀ ମମତା ସ୍ୱାଇଁ , ବିଭୁତି ଭୂଷଣ ଦାସ , ଦୁଷ୍ମନ୍ତ ମାଝୀ , ଦେବାଶିଷ ଅକ୍ଷୟ ମହାନ୍ତି , ମାନସ ମହାନ୍ତି , ଶ୍ରୀକାନ୍ତ ଦାସ , ସାରଦା ପ୍ରସନ୍ନ ପରିଜା, ସୁଶାନ୍ତ କୁମାର,,ପ୍ରମୋଦ କୁମାର ମଲ୍ଲିକ,ରାକେଶ ରଞ୍ଜନ ସୁତାର , ଭଞ୍ଜ କିଶୋର ସୁତାର , ମନୋଜ ସେଠି , ଅଚ୍ୟୁତ ଆଶୁତୋଷ , ସାଗର ମହାରଣା , ମାନସ ମହାପାତ୍ର, ମାନସ ରାଉତ, ପବିତ୍ର କୁମାର ସ୍ୱାଇଁ , ବିଶ୍ବଜିତ ବେହେରା ପ୍ରମୁଖ ଯୋଗଦାନ କରିଥିଲେ !
ରିପୋର୍ଟ ସାରଦା ପ୍ରସନ୍ନ ପରିଜା
