June 17, 2026

ସୁଆଁଳ ଗ୍ରାମରେ ଦଧୀବାମନଙ୍କ ପୀଠରେ ଶ୍ରୀରାମ ନବମି ଦିବସ ରେ ଚ଼ତୁର୍ଥ ବର୍ଷର ବିଶ୍ଵ ଶାନ୍ତି ମହାଯଜ୍ଞ ର ପ୍ରଥମ ଦିବସ

IMG-20260328-WA0005
Share

ବେଗୁନିଆ ବ୍ଳକ(ଉପାନ୍ତଖବର ମାନସ ରଞ୍ଜନ କର) ମୁଆଁଳ ଗ୍ରାମରେ ଶ୍ରୀରାମ ନବମୀ ଦିବସ ରେଚତୁର୍ଥ ବାର୍ଷିକ ବିଶ୍ଵ ଶାନ୍ତି ମହାଯଜ୍ଞର ପ୍ରଥମ ଦିବସରେ କଳସ ଯାତ୍ରା ଆରମ୍ଭ ହୋଇ ଦଧୀବାମନପୀଠ ଓ ଯଜ୍ଞସ୍ଥଳରେ ଆସି ପହଞ୍ଚିଥିଲେ ଯଜ୍ଞର କର୍ତ୍ତା କର୍ତ୍ତୀ ଭାବରେ କୃଷ୍ଣଚନ୍ଦ୍ର ବଳିୟାର ସିଂହ ଛବି ରାଣି ବଳିୟାର ସିଂହ ବସିଥିଲେ ଗ୍ରାମର ସଭାପତି ବିଜୟ କେତନ ପଟ୍ଟନାଏକ,ଉପସଭାପତି ମନୋଜ କୁମାର ମଙ୍ଗରାଜ, ଦୀନବଂଧୁ ସାମନ୍ତରାୟ, ଦୀନବଂଧୁ ମହାରଣା, ଗଣେଶ୍ଵର ସ୍ଵାଇଁ, ଧୂଳେଶ୍ଵର ସ୍ଵାଇଁ, ସନ୍ତୋସ ରଞ୍ଜନ କର, ରଘୁନାଥ ବଳିୟାର ସିଂହ, ପ୍ରଫୁଲ କୁମାର ମହାରଣା, ବାନାମ୍ବର ବରାଡ ଓ ସମସ୍ତ ଗ୍ରାମବାସି ମିଶି ଶାନ୍ତି ଶୃଙ୍ଖଳାର ସହିତ ଆରମ୍ଭ କରିଥୀଲେ