ଶ୍ରୀ ଶ୍ରୀ ଗଣେଶ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ..

ଆଜି ବୁଧବାର ଦିନ ଗଞ୍ଜାମ ଜିଲ୍ଲା ସୋରଡା ନିକଟସ୍ଥ ପଦରଶୁଣି ଦେବୀ ପୀଠ ଠାରେ ଏକ ବଣଭୋଜି ଆୟୋଜନ କରି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ଭାବେ ଶ୍ରୀଯୁକ୍ତ ବୃନ୍ଦାବନ ସାମନ୍ତରା,ଉପ ସଭାପତି ଭାବେ ଶ୍ରୀଯୁକ୍ତ ଆଲୋକ କିଶୋର ନାୟକ,ସମ୍ପାଦକ ଭାବେ କୁନା ବିଷୋୟୀ,ସହ ସମ୍ପାଦକ ଅବିନାଶ ସୁଆର,କୋଷାଧ୍ୟକ୍ଷ ସରୋଜ କୁମାର ଚୌଧୁରୀ ଙ୍କୁ ସମସ୍ତ ସଦସ୍ୟଙ୍କ ନିଷ୍ପତ୍ତି କ୍ରମେ ଚୟନ କରାଯାଇଥିଲା।ସମସ୍ତ ଉପସ୍ଥିତ ରେ ୧୧ ଜଣ କମିଟି ସଦସ୍ୟ ଭାବେ ଗଜେନ୍ଦ୍ର ଡାକୁଆ,ଉମା ଶଙ୍କର ରାଓ,ବ୍ରହ୍ମା ଶଙ୍କର ସାହୁ, ମନୋଜ ସାହୁ,ଗଣେଶ ସାହୁ, ଗଣେଶ ଚୌଧୁରୀ,ରମେଶ ଚନ୍ଦ୍ର ବେହେରା,ଟୁକୁନା ସାହୁ, ମନୋରଞ୍ଜନ ପଣ୍ଡା,ଇ.ଭରତ, ବାବୁଲ ଚୌଧୁରୀ ମନୋନୀତ ହୋଇଛନ୍ତି।ତାହା ସହିତ ସଂଘର ଉପଦେଷ୍ଟା ଭାବେ ଲକ୍ଷଣ ଚୌଧୁରୀ,ପ୍ରସନ୍ନ ପଷୁପାଳକ, ଇ.ଦିଲୀପ କୁମାର,ରଘୁନାଥ ସୁଆର,ସୁଧାକର ସାହୁ,ରଶ୍ମିରଞ୍ଜନ ନାୟକ,ନାର୍ଷୁ ସାହୁ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
