June 22, 2026

ଗୋଦାବରିଶ ଉଚ୍ଚବିଦ୍ୟାଳୟ ବାଣପୁର କାର୍ଯ୍ୟରତ ଦକ୍ଷ କର୍ମଚାରିଙ୍କ ଦେହାନ୍ତ ହୋଇଯାଇଅଛି

IMG-20260309-WA0014
Share

 

 

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ବେଗୁନିଆ ଗ୍ରାମର ସ୍ୱର୍ଗତ ନରହରି ବାହୁବଳେନ୍ଦ୍ରମା ପ୍ରମିଳା ବାହୁବଳେନ୍ଦ୍ରଙ୍କ ବଡପୁଅ ମନ୍ମଥ ପ୍ରକାଶ ବାହୁବଳେନ୍ଦ୍ର ଗୋଦାବରିଶଉଚ୍ଚବିଦ୍ୟାଳୟବାଣପୁର ଜଣେ କର୍ମଚାରିଥିଲେ ହଠାତ ତାଙ୍କର ୬.୩.୨୦୨୨ ରିଖ ଦିନ ଦେହାନ୍ତ ହୋଇଯାଇଅଛି ସେ ଜଣେ ଏକାଧାରରେ ମିଷ୍ଟଭାଷି ନିଷ୍କପଟ ଦୟାଲୁ ଧର୍ମପରାୟଣ ମେଳାପି ଓ ପରଉପକାରିଥିଲେ ତାଙ୍କର ଜନ୍ମ ୨୨.୬.୧୯୭୪ ମସିହାରେ ହୋଇଥିଲା ସାନ ଭାଇ ଓମପ୍ରକାଶବାହୁବଳେନ୍ଦ୍ର, ମଉସୁମି ଜୟ ସିଂହ ପୁଅ ଆର୍ଶିବାଦ ବାହୁବଳେଦ୍ର ସହଧର୍ମିଣି ବୀଣାପାଣି ସ୍ୱାଇଁ ଝିଅ ସାଇସନ୍ତୋସିନି ବାହୁବଳେନ୍ଦ୍ର,ସାଇ ପ୍ରୀୟଦର୍ଶନିବାହୁବଳେନ୍ଦ୍ର,ସାଙ୍ଗସାଥୀ,ପରିବାରବର୍ଗ ଓ ସମସ୍ତ ଗ୍ରାମବାସି ଦୁଃଖ ର ସହିତ ଭାଙ୍ଗିପଡିଛନ୍ତି।