August 28, 2026

ଜାଗର ମହତ୍ସବର ଦିତୀୟ ସଂଧ୍ଯା

IMG-20260217-WA0016
Share

 

 

ବଡପଦର( ଉପାନ୍ତ ଖବର ମାନସ ରଞ୍ଜନ କର) ଗ୍ରାମର ଜାଗର ମହତ୍ସବର ଦିତିୟ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ବେଗୁନିଆ ବୋଲଗଡର ବିଧାୟକ ପ୍ରଦିପ କୁମାର ସାହୁ, ସମାଜସେବି ମାନସ ପ୍ରଧାନ, ସରପଞ୍ଚସୁନନ୍ଦା ବରାଳ, ଶିଶିରଆଚାର୍ଯ୍ୟ, ଜିଲ୍ଳା ପରିଷଦ ପ୍ରତିନିଧୀ ସୂର୍ଯ୍ୟକାନ୍ତ ଖୁଣ୍ଟିଆ, ସାମ୍ବାଦିକ ଯୋଗେଶ ପଣ୍ଡା, ସାମ୍ବାଦିକ ମାନସ ରଞ୍ଜନ କର ଉପସ୍ଥିତ ରହି ମହତ୍ସବକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟ ଆକର୍ଶଣ ଥୀଲା ପାଇକ ଆଖଡା କମିଟିର ସଭାପତି ଜିତେନ୍ଦ୍ର ବଳିଆରସିଂହ,ଉପସଭାପତି ମନୋଜ କୁମାର ସେଠୀ, କୋଷାଧ୍ୟକ୍ଷ ମିଟୁ ପ୍ରଧାନ, ଗୋବିନ୍ଦ ପ୍ରଧାନ, ସଂପାଦକ ଦିପକ କୁମାର ମିଶ୍ର ଓ ସମସ୍ତ ଗ୍ରାମବାସି ଏକାଠି ହୋଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦେଇ ଉତ୍ସବକୁ ପାଳନ କରିଥିଲେ