April 27, 2026

ଆମଟା ଘଟର୍ଲା ଠାରେ ଗ୍ରାମ ପଞ୍ଚାୟତ ପାଣ୍ଠି ରେ ବଜାର ଗୃହ ଉଦଘାଟିତ…

IMG-20260213-WA0060
Share

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ବତାଶନା ଗ୍ରାମ ପଞ୍ଚାୟତ ଅଧିନସ୍ତ ଆମଟାଘଟର୍ଲା ଗ୍ରାମରେ ପଞ୍ଚାୟତ ପାଣ୍ଠି ନଅଲକ୍ଷ ଟଙ୍କା

ଅଟକଳ ମୂଲ୍ୟରେ ଚାରୋଟି ଷ୍ଟଲ ବଜାର ଗୃହରେ ଶୁକ୍ରବାର ଉଦଘାଟନ ହୋଇଯାଇଛି। ସ୍ଥାନୀୟ ବିଧାୟକ ରୁପୁ ଭତ୍ରା ଙ୍କ କରକମୋଳରେ ଉଦଘାଟନ ହୋଇଛି।ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ସରପଞ୍ଚ ପାର୍ବତୀ ଏମାନତ୍ୟ, ସମିତି ସଭ୍ୟା ପଦ୍ମା ନାୟକ, ସହକାରୀ ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ସେଠି, ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ବ୍ଲକ ଉପାଧ୍ୟକ୍ଷା ତପନ ପାଣିଗ୍ରାହୀ, ପଞ୍ଚାୟକ ନିର୍ବାହୀ ଅଧିକାରୀ ଶରତ ଚନ୍ଦ୍ର ଦାଶ ଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

(କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ କୁମାର ପଟ୍ଟନାୟକ)