June 18, 2026

ଅମିୟ ପଟ୍ଟନାୟକ ପ୍ରଦେଶକଂଗ୍ରେସ ସମବାୟ ପ୍ରକୋଷ୍ଟ ର ଅଧ୍ୟକ୍ଷ ନିଯୁକ୍ତି

IMG-20251220-WA0102
Share

 

ଅସ୍ତରଙ୍ଗ, ଅଖିଳ ଭାରତ କିସାନ କଂଗ୍ରେସ ର ରାଷ୍ଟ୍ରୀୟ ସଂଯୋଜକ ତଥା ଓଡିଶା ପ୍ରଦେଶ କିଷାନ କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷ ବିସିଷ୍ଟ ସମବାୟ ବିତ ଶ୍ରୀ ଅମୀୟକୁମାର ପଟ୍ଟନାୟକ ଙ୍କୁ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଟ ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିବା ପି ସି ସି ମିଡ଼ିଆ ସେଲ ର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇ ଛନ୍ତି l ପ୍ରକାଶ ଥାଉ କି ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ପରାମର୍ଶ କ୍ରମେ ନବ ନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ

ଙ୍କ ନେତୃତ୍ୱ ରେ ଆଗାମୀ ଦିନରେ ସମବାୟ ପ୍ରକୋଷ୍ଠର କାର୍ଯ୍ୟକ୍ରମ କୁ ତୃଣମୂଳ ସ୍ତରରୁ ତୋରାନ୍ୱିତ କରାଯିବା ସହିତ ପ୍ରତି ପଞ୍ଚାୟତ ସ୍ତରରୁ ସମବାୟବିତ୍ତ ମାନଙ୍କୁ ଚି଼ହ୍ନଟ କରାଯାଇ ସମବାୟ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣାଯିବ ବୋଲି ଶ୍ରୀ ଦାସ ଜଣାଇଛନ୍ତି l