IMG-20251008-WA0045
Share

ଦୁର୍ଗାପୂଜା ଓ ଗଜ ଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶା ସମେତ କୋଟପାଡ଼ ବ୍ଲକ ରେ ବାସ କରୁଥିବା ଅଗଣିତ ଜନସାଧାରଣ ଙ୍କ ମଙ୍ଗଳ ହେଉ,ଏତିକି ମାଁ ଦୁର୍ଗତି ନାସିନି ଦୁର୍ଗା ଏବଂ ମାଁ ଲକ୍ଷ୍ମୀ ଙ୍କ ନିକଟରେ ପ୍ରାର୍ଥନା କରୁଛି ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ।

 

ଶ୍ରୀଯୁକ୍ତ ଦେବ ମାଝୀ

ସରପଞ୍ଚ,ସୁନାରବେଲି ନୂଆଗାଁ ଗ୍ରାମ ପଞ୍ଚାୟତ, କୋଟପାଡ଼ ବ୍ଲକ, କୋରାପୁଟ ଜିଲ୍ଲା