April 25, 2026

ଅବସର. ନେଲେ ବନ ଖଣ୍ଡ ଅଧିକାରୀ ଜୟପୁର

IMG-20230501-WA0014
Share

ଅବସର. ନେଲେ ବନ ଖଣ୍ଡ ଅଧିକାରୀ ଜୟପୁର

 

 

କୋରାପୁଟ ଜ଼ିଲ୍ଲା ଜୟପୁର ବନଖଣ୍ଡ ଅଧିକାରୀ ନାୟକ ଶ୍ରୀ ଜଗଦୀଶ ପ୍ରସାଦ ସିଂ ଅଜି ଅବସର ଗ୍ରହଣ କରିଥିବା ଜଣାଯାଇଛି. ଶ୍ରୀ ସିଂ ଦାଇତ୍ୱ ରେ ଥିବା ସମୟ ରେ ବୃକ୍ଷ ରୋପଣ ଏବଂ ରକ୍ଷାଣା ବେକ୍ଷଣ ଏବଂ ଚିତ୍ରା ଓ ମାଲଚା ମାଲ ସଂରୋକ୍ଷୀତଜଙ୍ଗଲ ରେ ବହୁ ଅନିୟମିତତା ହୋଇଥିବା ନଜର କୁ ଆସିଥିବା ଜଣାଯାଇଛି. ଚଳିତ ବର୍ଷ ମିୟା ୱାକି ଯୋଜନା ରେ ମଧ୍ୟ ବହୁ ନକଲି ଭାଉଚର ମାନ ହୋଇ ଟଙ୍କା ହେରଫେର ହୋଇଥିବା ଜଣା ଯାଇଛି. ହେଲେ ଅଜି ନୁତନ ଡିଏଫ ଓ ଭାବେ ମାଲକାନଗିରି ଡି ଏଫ ଓ ଶ୍ରୀ ପ୍ରତାପ କୋଟାପାଲି ଅତରିକ୍ତି ଦାଇତ୍ୱ ନେଇ ଥିବା ବେଳେ ତାଙ୍କୁ ବିଭାଗୀୟ ଅଧିକାରୀ ଏବଂ କର୍ମଚାରି ମାନେ ସ୍ୱାଗତ କରିଥିବା ଜଣାଯାଇଛି. ଅନ୍ୟ ମାନଙ୍କ ମଧ୍ୟ ରେ ଆସିଫ ଶ୍ରୀ ସୁବାସ ଚନ୍ଦ୍ର ଖୁଣ୍ଟିଆ.ଏବଂ ଜୟପୁର. ରାମଗରୀ. କୋଟପାଡ଼. ବୈପାରୀଗୁଡା. କୁନ୍ଦ୍ରା.ବୋରିଗୁମ୍ମା. ଗୁପ୍ତେଶ୍ୱର.ବନାଚଳ ଅଧିକାରୀ ଶ୍ରୀ ବିଶ୍ଵନାଥ ମାଡ଼ଙ୍ଗୀ. ଚୈତନ୍ୟ ତନ୍ତି. ଦେବେନ୍ଦ୍ର ନାୟିକ. ସଚିଦାନନ୍ଦ ପରିଡା. ସୂଦୀପ୍ତା ନାୟିକ. ସନ୍ଦୀପ ପାଣିଗ୍ରାହୀ ଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିବା ଜଣଯାଇଅଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡ଼ିଆ