April 26, 2026

ଅତାବିରା ବ୍ୟାଙ୍କ ବନ୍ଦ କଲେ ପଶ୍ଚିମ ଓଡିଶା ଯୁବାମଂଚ

IMG-20250829-WA0049
Share

 

 

ସୁରେନ୍ଦ୍ର କଠାରଙ୍କ ରିପୋର୍ଟ

 

ନୂଆଁଖାଇ ବାସୀ ୨୯ ତାରିଖ ଶୁକ୍ରବାର ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି |ତା ସତ୍ତ୍ବେ ବରଗଡ ଜିଲା ଅତାବିରାର କେତେକ ବ୍ୟାଙ୍କ ଖୋଲା ଥିବା ଆଜି ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଦେଖିବାକୁ ମିଳିଥିଲା ଯାହାଫଳରେ ପଶ୍ଚିମ ଓଡିଶା ଯୁବାମଂଚର ସଦସ୍ୟ ଅଜିତ ପତି,ଜତିନ ନାୟକ,ଶ୍ରୀକାନ୍ତ ପ୍ରଧାନ,କୁବେର ମହାକୁର,ଆଲୋକ ପଧାନ ପ୍ରମୁଖ ଅତାବିରା ର ଏଚଡିଏଫସି,ଏକ୍ସିସ ,ଆଇଓବି,ଆଇସିଆଇସି,କୋପେରେଟିଭ ,ଏସବିଆଇ ଓ ବିଆଇଓ ବ୍ୟାଙ୍କ ବନ୍ଦ କରିଥିଲେ |