June 29, 2026

ଭୁବନେଶ୍ୱର ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା…

IMG-20250829-WA0052
Share

 

 

ଭୁବନେଶ୍ୱର( ଦେବାଶିଷ ଦାଶ )

ଓଡ଼ିଶା ଆସୁଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା. ରାଜ୍ୟସଭା ଉପାଧ୍ୟକ୍ଷ ମଧ୍ୟ ଓଡ଼ିଶା ଆସୁଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ। ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀରେ ହେବେ ସାମିଲ।ଏହା ପୂର୍ବରୁ 27 ଅକ୍ଟୋବର 2024ରେ ଭୁବନେଶ୍ୱର ଆସିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ସେ ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିଲେ। ଏକ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରତିକ୍ରିୟା ଦେଇଥିଲେ।ଲୋକସଭା ବାଚସ୍ପତି କହିଥିଲେ ଯେ, ଓଡ଼ିଶାର ମାଟି, ଜଗନ୍ନାଥଙ୍କ ମାଟିକୁ ଆସିବାକୁ ମୋତେ ବହୁତ ଖୁସି ଲାଗୁଛି। ଭାରତକୁ ବିକଶିତ ରାଷ୍ଟ୍ର କରିବାକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ।

You may have missed