April 30, 2026

ରୋଟାରୀ କ୍ଳବ ପୁରୀ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି

IMG-20250816-WA0010
Share

 

ଆଜି ଦେଶର ୭୯ ତମ ସ୍ୱାଧୀନତା ଦିବସ ରୋଟାରୀ କ୍ଳବ ପକ୍ଷରୁ ମହାଡ଼ମ୍ବରରେ ପାଳନ କରାଯାଇଛି l ରୋଟାରୀ କ୍ଳବ ପୁରୀର ସଭାପତି ରତିକାନ୍ତ ନାୟକଙ୍କ ଅଧକ୍ଷତାରେ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ କ୍ଳବର ସମସ୍ତ ସଦସ୍ୟ ସଦସ୍ୟା ପୁରୀ ଭିଆଇପି ରୋଡ଼ ସ୍ଥିତ ରୋଟାରୀ କମ୍ୟୁନିଟ ସେଣ୍ଟର ଠାରେ ଜାତୀୟ ପତାକା ଉତ୍ତଳୋନ କରି ସେଠାରେ ନିଜ ନିଜର ଅଭିଭାଷଣ ରଖିବା ସହିତ ମିଠାଈ ବଣ୍ଟନ କରିବାପରେ ନରେନ୍ଦ୍ରକୋଣ ସ୍ଥିତ ଉତ୍କଳ ବାଳାଶ୍ରମ ରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ସହିତ ବାଳାଶ୍ରମ ର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l