April 28, 2026

୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭୀମ ଆର୍ମି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା

IMG-20250815-WA0074
Share

 

ବରଗଡ (ସୁରେନ୍ଦ୍ର କଠାର)

 

ଅତାବିରା ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଲଦାରପାଲି ଆମ୍ବେଦକର ପ୍ରତିମୂର୍ତ୍ତି ରୁ ବାହାରି ଟାଙ୍ଗର ପଡା ଆମ୍ବେଦକର ପ୍ରତିମୂର୍ତ୍ତି ଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଶେଷ କରାଯାଇଥିଲା ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ଭୀମ ଆର୍ମି ଅତାବିରା ନିର୍ବାଚନ ମଣ୍ଡଳୀ ସଭାପତି ଫକୀର କୁଅଁର, ଅତାବିରା ବ୍ଲକ ସଭାପତି ବବୁଲୁ ଭେସରା ,ଅତାବିରା ଉପସଭାପତି -ଶୟତ ରହମନ ଭେଡେନ ବ୍ଲକ ସଭାପତି ହିମାଂଶୁ ଭୋସାଗର,ଅତାବିରା ଯୁବ ସଭାପତି -ପ୍ରକାଶ କୁମ୍ଭାର,ଅତାବିରା ବ୍ଲକ ଇନଚାର୍ଜ – ଶଙ୍କର ନାଗ ଅତାବିରା ଟାଉନ ସଭାପତି -ଅମିତ ବାରିକ , ଆୟୁଷ ହରିପାଳ, ରୋହିତ ଓ ବିଭିନ୍ନ ଭୀମ ଆର୍ମି ସକ୍ରିୟ କାର୍ଯ୍ୟକର୍ତ୍ତା ମାନେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ଯୋଗଦେଇଥିଲେ |