ମୋରଡ଼। ବଣିକ ସଂଘ ତରଫରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ
ମୟୂରଭଞ୍ଜ (ବିଭୁତି ରାଉତ୍) ମୟୂରଭଞ୍ଜ ମୋରଡ଼। ବଣିକ ସଂଘ ତରଫରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ । ମୋରଡ। ବଣିକ ସଂଘ ତରଫରୁ ୭୯ତମ ସ୍ୱାଧୀନତା ଦିବସ କାର୍ଯ୍ୟ୍ରମ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୁମିତ କୁମାର ସରେନ ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିଥଲେ। ଜାତୀୟ ପତାକା ଉତ୍ତୋଳନ ପରେ ବଣିକ ସଂଘ ଓ ଗ୍ରାମ ବାସୀ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୋରଡ଼। ବଣିକ ସଂଘର ସଭାପତି ସୌରଭ ରଞ୍ଜନ ମହାନ୍ତି, ସମ୍ପାଦକ ସୁଧୀର କୁମାର ରାଜ, ବରିଷ୍ଠ ସଭ୍ୟ ସୁଶାନ୍ତ କୁମାର ପାତ୍ର, ଦମର୍ମପଦ ତରାଇ, କାଳୁଚରଣ ତରାଇ, ମୋଦନ କୁମାର ମହାନ୍ତି, ବାବି ବେହେରା, ଫାଉଣ୍ଡର ସମ୍ପାଦକ ଅରୁଣ କୁମାର କଲିଆ, ନିଶାକର ବିନ୍ଧାଣୀ, ରଞ୍ଜନ କୁମାର ପାତ୍ର, ବିବେକାନନ୍ଦ ବିନ୍ଧାଣୀ, ନଟବର ବେହେରା ସଭ୍ୟ ଥିଲେ। ପରିଶେସରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
