June 18, 2026

ଭୋଟ ଚୋରି ଅଭିଯୋଗରେ ସରକାର ଓ ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ପୁରୀ କଂଗ୍ରେସ ର ମସାଲ ରାଲି ଅନୁଷ୍ଠିତ

IMG-20250814-WA0078
Share

 

ଆଜି ତା୧୪/୦୮/୨୦୨୫ରିଖ ସଂଧ୍ୟା ଘ୬.୩୦ମିନିଟ ସମୟରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ, ଇନ୍ଦିରା ଭବନ ଠାରୁ ଶତାଧିକ କଂଗ୍ରେସ କର୍ମୀ ଦେଶ ତଥା ରାଜ୍ୟରେ ଭୋଟ ଚୋରି ଅଭିଯୋଗରେ କେନ୍ଦ୍ର ଓ ରାଜ୍ୟ ଡବଲ ଇଂଜିନ ବିଜେପି ସରକାର ବିରୁଦ୍ଧରେ ଏବଂ ଭାରତୀୟ ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ଭୋଟ ଜାଲିଆତି ଅଭିଯୋଗ ରେ ବିଭିନ୍ନ ନାରା ବାଜୀ କରି ପୁରୀ ସହର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ ଙ୍କ ନେତୃତ୍ବରେ ବରିଷ୍ଠ କଂଗ୍ରେସ ନେତା ପୁଷ୍କର ମହାପାତ୍ର, ସୁଜିତ ମହାପାତ୍ର, ନିରୁପମା ପାତ୍ର, ସରସ୍ଵତୀ ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୂତ ସ୍ବାଇଁ, ସେବା ଦଳ ପୁରୀ ଜିଲ୍ଲା ମୁଖ୍ୟ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ଗୁଣଧର ପ୍ରଧାନ, ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ମନୋଜ କୁମାର କୁମାର ରଥ, ସୁକାନ୍ତ ମହାନ୍ତି, ଲଲାଟେନ୍ଦୁ ଦାଶ, ସ୍ବାଧୀନ କୁମାର ପଣ୍ଡା, ସୁକାନ୍ତ କୁମାର ପ୍ରଧାନ, ରଜତ କୁମାର ସାହୁ, ଅବିନାଶ ମିଶ୍ର, ଚେତନ ମିଶ୍ର, ପୂର୍ବତନ ଓ୍ବାଡ ମେମ୍ବର ସିତାକାନ୍ତ ମହାନ୍ତି, ଉମାକାନ୍ତ ବେହେରା, ଏବଂ ପ୍ରମୁଖ ଉପସ୍ଥିତ ଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ