ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ପଚାଶ ହଜାର ଟଙ୍କାର ସାହାଯ୍ୟ ପ୍ରଦାନ କରିଲେ ରାଣୀ ପଣ୍ଡା ..
ଗତକାଲି ବଳଙ୍ଗା ପୀଡ଼ିତାଙ୍କ ମୃତ ଶରୀର ଦିଲ୍ଲୀ ଏମ୍ସ ହସ୍ପିଟାଲ ରୁ ଆସି ବଳଙ୍ଗାର ନିଜ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ରେ କବର ଦେବାପାଇଁ ପ୍ରସ୍ତୁତ ହେଉଥିବାବେଳେ ସେଠାରେ ପହଂଚିଥିଲେ ଜଲିଉଡ ଅଭିନେତ୍ରୀ ତଥା ସମାଜସେବୀ ରାଣୀ ପଣ୍ଡା ଶୋକାକୁଳ ପରିବାର କୁ ସମବେଦନା ଜଣାଇବା ସହିତ ପଚାଶ ହଜାର ଟଙ୍କାର ସାହାଯ୍ୟରାଶି ପ୍ରଦାନ କରିଛନ୍ତି ରାଣୀ ପଣ୍ଡା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
