ଖରିଫ ଧାନ କ୍ରୟ ପାଇଁ ପଞ୍ଜିକରଣ ପକ୍ରିୟା ର ନୂଆ ନିୟମାବଳୀ ଚାଷୀ ଙ୍କ ପାଇଁ ବାଧକ..

IMG-20250801-WA0004
Share

 

ନୀଳଗିରି ( ଦେବାଶିଷ ଦାଶ )

ରାଜ୍ୟ ସରକାର ଙ୍କର ଖରିଫ ଧାନ ସଂଗ୍ରହ ଓ ଚାଷ ପଞ୍ଜିକରଣ ପ୍ରସଙ୍ଗ, ଚାଷୀଙ୍କ ପାଇଁ ବାଧକ ହୋଇଛି ନୂଆ ନିୟମ,ଚାଷୀଙ୍କ ପାଇଁ ପଞ୍ଜିକରଣ ଏବେ ଚାଷୀ ର ଚିନ୍ତା ବଢ଼ାଇ ଛି, ସାରା ରାଜ୍ୟରେ ଚାଷୀ ଖରିଫ ଧାନ ର କ୍ରୟ ପାଇଁ ପଞ୍ଜିକରଣ ସମବାୟ ସମିତି ମାନଙ୍କ ରେ ଦିନ ଦିନ ଲାଇନି ଧରି ଛିଡା ହେଲେ ଵି ହୋଇ ପାରୁନି ପଞ୍ଜିକରଣ, kyc ପ୍ରକ୍ରିୟା ଚାଷୀ ଙ୍କୁ କାଳ ସାଜିଛି ତାର ପ୍ରତିଫଳ ଆଜି ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପ୍ରାଥମିକ କୃଷି ସମବାୟ ସମିତି ରେ ଚାଷୀ ମାନେ କିପରି ପଞ୍ଜିକରଣ ପାଇଁ ହନ୍ତସନ୍ତ ହେଉଛନ୍ତି ତାହା ସାମ୍ନା କୁ ଆସିଛି, ତେଣୁ ତୁରନ୍ତ ପୂର୍ବ ପରି ପଞ୍ଜିକରଣ ପ୍ରକ୍ରିୟା ସରଳି କରଣ କରିବାକୁ ସାଧାରଣ ଦାବି କରିଛନ୍ତି,