ଫାର୍ମ ହାଉସ ରୁ ୫୨ କେଜି ଗଞ୍ଜେଇ ଜବତ ମାଫିଆ ମାରିଲା ଚମ୍ପଟ —
ମୟୂରଭଞ୍ଜ(ବିଭୂତି ରାଉତ)
ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ବେପାର କିଏ କେତେ ବେଳେ କେଉ ଢାଞ୍ଚାରେ କରୁଛି ଚରା ଗଞ୍ଜେଇ ବେପାର କାହାରି ନଜର କୁ ନ ଆସିଲେବି ଅବକାରୀ ବିହାଗ ତାର ସୁରାଗ ନେଇ ଧରିବାକୁ ଚେଷ୍ଠା ଜାରି ରଖି ଥାଏ ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲା ସଦର ରେଞ୍ଜ କୁଳି ଅଣା ଅବକାରୀ ପୋଲିସ ଓ ଆଇ ସି ଜ୍ଞାନେ ସ୍ୱରି ବିଶ୍ଵାଳ , ଚୋରା ଗଞ୍ଜେଇ ବେପାର ହେଉଥିବାର ଖବର ପାଇ ଏକ ଟିମ୍ ଗଠନ କରି , ବୁଡ଼ା ମାରା ଅଞ୍ଚଳ ର ମୁଣ୍ଡା ବାଣୀ ଗ୍ରାମ ର ଏକ ଫାର୍ମ ହାଉସ କୁ ଚଢ଼ାଉ କରି ୫୨ କେଜି ଜବତ କରିଥିବାର ଖବର ମିଳିଛି ତେବେ ମାଫିଆ ଅବକାରୀ ପୋଲିସ କୁ ଦେଖି ସେଠାରୁ ଚତୁରତା ର ସହ ଫେରାର ହେବାରେ ସଫଳ ହୋଇଛି କୁଳି ଅଣା ଅବକାରୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ର ଜଣା ପଡ଼ିଛି ତେବେ ଫାର୍ମ ହାଉସ ରୁ ବିପୁଳ ପରିମାଣର ର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହୁଏ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।
