ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍
ଖୋର୍ଦ୍ଧା ( ଦେବାଶିଷ ଦାଶ )
ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍। ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲା। ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତ ହେଲା
କିନ୍ତୁ ବସ୍ କଣ ପାଇଁ ପାଲଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ
ବସ୍ ର ଗତି ଅଧିକ ଥିଲା , କି ଡ଼୍ରାଇଭର ଅନ୍ୟମନସ୍କ ଥିଲା ତାହା ଜଣାପଡିନାହିଁ
ବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ ଥିବାର ସୂଚନା ମିଳିଛି
