April 12, 2025

ସମାଜ ସେବାରେ ଇଞ୍ଜିନିର ଛାତ୍ର ଆଶୁତୋଷ ନାୟକ 

Share

 

 

ମାନବ ସେବା ହିଁ,, ମାଧବ ସେବା ଭଗବାନ ଙ୍କର ସେବା, ସମାଜରେ ଅସହାୟ ଦରିଦ୍ର ନିଷ୍ପେସିତ,, ଦୁଃଖୀ ରଙ୍କି ଙ୍କ ଅସୁବିଧାରେ ସବୁବେଳେ ନିଜକୁ ସାମିଲୀ କରି, ଅସହାୟ ର ବନ୍ଧୁ ହୋଇ ଛିଡା ହୋଇଛନ୍ତି,, ନିଜର ବେକ୍ତିଗତ ବେସ୍ତ ବହୁଳତା ର ସମୟ ବାହାର କରି, ଅନ୍ୟ ଙ୍କ ପାଇଁ ଖୁସି ବାଣ୍ଟି ଥାନ୍ତି, ବିମଳ କୁମାର ଦଳେଇ ଙ୍କୁ ଚିକତ୍ସା ପାଇଁ,, ନିଜର ସାମର୍ଥ୍ୟ ଅନୁଯାଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି,, ତେଣୁ ତାଙ୍କର ଏହିପରି ମହାନତା ପାଇଁ,, ଆଜି ର ସମାଜରେ ଯୁବକ ମାନଙ୍କ ପାଇଁ ପ୍ରେରଣା ର ଉର୍ତ୍ସ ପାଲିଟି ଛନ୍ତି,,

 

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ

You may have missed