May 14, 2026

ଉମରକୋଟ ରେ ନବ ନିର୍ବାଚିତ ଆଇନଜୀବୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ…………

IMG-20250412-WA0039
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନିକଟ ରେ ଅନୁଷ୍ଠିତ ଓକିଲ ନିର୍ବାଚନ ରେ ଉମରକୋଟ ଓକିଲ ସଂଘ ର ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ କୋର୍ଟ ପରିସର ରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନ ଅଧିକାରୀ ରବୀନ୍ଦ୍ର ପଟ୍ଟନାୟକ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶପଥ କରାଇ ଥିଲେ। ସଭାପତି ପ୍ରଶାନ୍ତ କୁମାର ସାହୁ, ଉପ ସଭାପତି ବିଜୟ ଲତା ପାଣିଗ୍ରାହୀ, ସଂପାଦକ ଶାନ୍ତନୁ ବାହିନୀପତି, ସହ ସମ୍ପାଦକ ଭାବେ ସୁଧାଂଶୁ ସାଧୁ ଓ କୋଷାଧ୍ୟକ୍ଷ

ଜିତେନ୍ଦ୍ର ମହାନ୍ତି ଶପଥ ନେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଝାଡେଶ୍ୱର୍ ମହାନ୍ତି, ଅରୁଣ ପଟ୍ଟନାୟକ, ବିପିନ ହିଆଲ, ସଂତୋଷ ସାହୁ, ମନୋହର ମହାନ୍ତି, କାଳି ନନ୍ଦ ଓ ସଞ୍ଜୟ ବିଷୋୟୀ ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିଲେ।