May 10, 2026

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜଳଛତ୍ର ଆରମ୍ଭ 

IMG-20250405-WA0063
Share

 

 

ବେଲଗୁଣ୍ଠା,୦୫/୦୪, ବର୍ତ୍ତମାନ ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିଥିବା ବେଳେ ସହରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନ ସାଧାରଣଙ୍କ ପାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର ନିକଟରେ ଏକ ଜଳଛତ୍ର ଆରମ୍ଭ କରାଯାଇଛି I ଏହାକୁ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ଉଦ୍ଘାଟନ କରିଥିବାବେଳେ କାର୍ଯ୍ୟନିର୍ବାହି ଅଧିକାରୀ ବନମାଳୀ ଶତପଥିଙ୍କ ସମେତ କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାସ, କାଉନସିଲର୍ ପ୍ରତିନିଧି ସନ୍ତୋଷ ସ୍ୱାଇଁ ,ରଂଜିତ ସାମଲ,ପ୍ରଦୀପ ସେଠି,ଦିଲୀପ୍ କୁମାର ଆଚାରୀ, ଚିଦାନନ୍ଦ ପାତ୍ର,ଜିତେନ୍ଦ୍ର ସୁବୁଦ୍ଧି,ବିଶ୍ଵନାଥ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ