ଓଡିଶା ଫୋର୍ମାସିଷ୍ଟ ସେବା ସଂଘ ପକ୍ଷରୁ କୋଟପାଡ଼ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ପାଞ୍ଚ ଦଫା ଦାବି ପତ୍ର ପ୍ରଦାନ
ଚଳିତ ମାସ ପନ୍ଦର ତାରିଖ ସୁଦ୍ଧା ଦାବୀ ପୂରଣ ନ ହେଲେ ସତର ତାରିଖରୁ ସମୁହ ଚୁଟରେ ଯିବେ ଉକ୍ତ ଦାବୀ ପତ୍ର ରେ ଫୋର୍ମାସିଷ୍ଟ ପଦବିକୁ ଫୋର୍ମାସି ଅଫିସ ର ଭାବେ ନାମ କରଣ କରିବା ସହ 2013ପୂର୍ବରୁ ଠିକା ନିଯୁକ୍ତି ପାଇଁ କାମ କରୁଥିବା ସମସ୍ତ ଫୋର୍ମାସିଷ୍ଟ ମାନଙ୍କୁ କାର୍ଯ୍ୟକାଳକୁ ବରିଷ୍ଠ ତା ନିମନ୍ତେ ବିବେଚନା କରଯାଉ ଏବଂ ଆ ର୍ଥିକ ସୁବିଧା ନିଶ୍ଚିତ କରାଯାଇ. ଏ ମ ହେଚ ୟୁ ଆର ବି ଏସ କେ ଅଧିନରେ କାର୍ଯ୍ୟରତ ସମସ୍ତ ଫୋର୍ମାସିଷ୍ଟ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଖାଲି ସ୍ଥାନ ରେ ନିୟମିତ ନିଯୁକ୍ତି ଦିଆଯାଉ. ଫୋର୍ମାସିଷ୍ଟ ମାନଙ୍କ ମୂଳ ଦରମା ଗ୍ରେଡ଼ ପେ 2400ରୁ 2800ଟଙ୍କା କୁ ବୃଦ୍ଧି କରିବା ସହ ଦୁଇ ବର୍ଷ ଚାକରି କରିବା ପରେ ସମାୟା ନୁ କ୍ରମେ ସମସଙ୍କୁ ଗ୍ରେଡ଼ ପେ 4200ଟଙ୍କା ପ୍ରଦାନ କରଯାଉ. ଏବଂ ସରକାର 2022ତାରିଖ ରେ ପ୍ରକାଶ କରିଥିବା ସଂଶୋ ଧିତ ଫୋର୍ମାସିଷ୍ଟ କ୍ୟା ଡର 2016ପରିଵର୍ତେ 2013ରୁ କାର୍ଯ୍ୟ କାରି କରିବା ସମେତ ପଦ ଉନ୍ନତି କରିବା କରିବା ସହ ଚଳିତ ମାସର ପନ୍ଦର ତାରିଖ ସୁଦ୍ଧା ଉକ୍ତ ଦାବୀ ଗୁଡିକ ପୂରଣ ନ ହେଲେ ସତର ରୁ ସମୁହ ଛୁଟି ରେ ଯିବେ ବୋଲି ଉଲ୍ଲେଖ ଥିବା ଜଣା ଯାଇଛି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସାରଥୀ ପ୍ରସାଦ ମୁନି ଙ୍କ ଜରି ଆ ରେ ସୂର୍ଯ୍ୟ କାନ୍ତ ପାଢ଼ୀ. ତାପସ ପରିଡା ଅଶୋକ ସାହୁ. ସୁଶାନ୍ତ ଢାଲ. ସନ୍ତୋଷ ପାଢ଼ୀ ସଞ୍ଜ ୟ ସାହୁ ନିର୍ଦେଶକ ସ୍ୱାସ୍ଥ୍ୟ ସେବା ନିର୍ଦେଶା ଳୟ ଓଡିଶା କୁ ପ୍ରେରଣ କରିଥିବା ଜଣା ଯାଇଛି I
ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା