ମିହିର ନିବାସରେ ହୋଲି ବନ୍ଧୁମିଳନ କାର୍ଯ୍ୟକ୍ରମ

ବାଲେଶ୍ଵର: ୧୫ ତାରିଖ ପୂର୍ବାହ୍ନରେ ଦାମୋଦରପୁର ସ୍ଥିତ ମିହିର ନିବାସରେ ହୋଲି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦର ବିଧାୟକ ମାନସ ଦତ୍ତ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ଏସଡିପିଓ ଶୁଭ୍ରାଂଶୁ ନାୟକ, ସିଡବ୍ଲ୍ୟୁସିର ମୁଖ୍ୟ ପ୍ରିୟରଂଜନ ମହାନ୍ତି, ଶତୃଘ୍ନ ମଲ୍ଲିକ, ଦିବାକର ସ, ସରୋଜ ପଣ୍ଡା, ବଳରାମ ବେହେରା, ଦୀପକ ଦାସ, ରଘୁନାଥ ଲେଙ୍କା, କାହ୍ନା ଲେଙ୍କା, ରିପୁନ, ନିରଂଜନ ସାହୁ, ରାଜୁ, କାର୍ତିକ ବେହେରା, ନବ କିଶୋର ରଣା, ସୁଶାନ୍ତ ରଣା, ଚିନ୍ତାମଣି, ଚିତରଂଜନ ନାୟକ, ବାସୁଦେବ ରାଉଳ,ଓୟୁଜେ ର ସଭାପତି ଗଂଗାଧର ରାଉତ, ଅଜିତ ମହାନ୍ତି, ଅରୂପ ନାରାୟଣ ମହାନ୍ତି, ଭଗବାନ ଦାସ, ଅନିନ୍ଦ୍ୟ ପଣ୍ଡା, ମହମ୍ମଦ ହାଇଦର ଖାଁ, ଶେଖ୍ ନାଜିମ ପ୍ରମୁଖ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।