September 22, 2026

ବାପ ର ଛୁରା ମାଡ଼ ରେ ପୁଅ ର ମୃତ୍ୟୁ ..

IMG-20250323-WA0065
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାପା ର ଛୁରା ମାଡ଼ ରେ ପୁଅ ର ମୃତ୍ୟୁ l ବାଲେଶ୍ୱର ଜିଲ୍ଲା ଖଇରା ଥାନା ନରମା ଗ୍ରାମ ରେ ଘଟିଛି ଏହିଭଳି ହୃଦୟ ବିଦାରକ ଘଟଣା l ନରମା ଗ୍ରାମ ର ଯୋଗେନ୍ଦ୍ର ସିଂ ଅତ୍ୟଧିକ ମଦ୍ୟ ପାନ କରି ଘରକୁ ଫେରି ଥିବା ବେଳେ ରାତି ୧୧ ଟା ୪୫ ସମୟ ରେ ତାଙ୍କ ସ୍ତ୍ରୀ ମୁନି ସିଂ ମଧ୍ୟ ରେ ପାଟି ତୁଣ୍ଡ ଚାଲୁଥିବା ଦେଖି ୧୭ ବର୍ଷୀୟ ରାଜେଶ ସିଂ ଏହାକୁ ବିରୋଧ କରିବା ରୁ ଛୁରୀ ମାଧ୍ୟମ ରେ ପୁଅର ଛାତି କୁ ଆକ୍ରମଣ କରିଥିଲା ଫଳ ରେ ପରିବାର ସଂଗେ ସଙ୍ଗେ ଅଟୋ ଯୋଗେ ସୋର ଡାକ୍ତରଖାନା କୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି l