February 23, 2025

ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁଙ୍କ ଉପ କାରାଗାର, ସମାଗୋଳ ପରିଦର୍ଶନ ଆସିଥିବା ସମୟ ରେ କାରାଗାର ଅଧିକାରୀ ଇନ୍ଦ୍ରଜିତ ବିଶ୍ୱାଳଙ୍କୁ କାରାଗାରରେ ବିଶୁଦ୍ଧ ଥଣ୍ଡା ଜଳ ଯନ୍ତ୍ର..

Share

ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁଙ୍କ ଉପ କାରାଗାର, ସମାଗୋଳ ପରିଦର୍ଶନ ଆସିଥିବା ସମୟ ରେ କାରାଗାର ଅଧିକାରୀ ଇନ୍ଦ୍ରଜିତ ବିଶ୍ୱାଳଙ୍କୁ କାରାଗାରରେ ବିଶୁଦ୍ଧ ଥଣ୍ଡା ଜଳ ଯନ୍ତ୍ର ଅନ୍ତୋବାସୀଙ୍କ ନିମନ୍ତେ ଦେବାର ପ୍ରତିଶୃତି ଆଜି ପୂରଣ କରିଛନ୍ତି | ବିଶୁଦ୍ଧ ଥଣ୍ଡା ଜଳ ଯନ୍ତ୍ର ପ୍ରଦାନ ସମୟ ରେ ଜିଲ୍ଲା ସମ୍ପାଦକ ତପନ କୁମାର ତ୍ରିପାଠୀ ଏବଂ କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ ଉପସ୍ଥିତ ରହି କାରାଗାର ଅଧିକାରୀ ଇନ୍ଦ୍ରଜିତ ବିଶ୍ୱାଳଙ୍କୁ ହସ୍ତାନ୍ତର କରଥିଲେ |