ନିୟତି ମାନସିକ ଅନାଗ୍ରସ ସ୍କୁଲ୍ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ..

ପାରଳାଖେମୁଣ୍ଡି ସ୍ଥିତ ନିୟତି ମାନସିକ ଅନାଗ୍ରସ ବିଦ୍ୟାଳୟରେ ୭୬ତମ ସାଧାରଣଦିବସ ତନ୍ତ୍ର କରାଯାଇଛି।ସ୍କୁଲର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ହରି ମୋହନ ପଟ୍ଟନାୟକ ପତାକା ଉତୋଳନ କରିଥିଲେ। ପିଲାମାନଙ୍କ ଜୀବନ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ବିନୋଦିନୀ କଲେଜ ର ଅଧ୍ୟକ୍ଷ ଶ୍ରୀ ମନୋଜ ପଟ୍ଟନାୟକ ପିଲା ମାନଙ୍କୁ ସୁଚାର ରୂପେ ସେବା ଯୋଗାଇବା ଓ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ
ସମ୍ପାଦିକା ତନୁଜା ଶତପଥୀ , ଲୋକନାଥ ମିଶ୍ର ନିଜ ନିଜ ଅଭିଭାଷଣ ରଖିଥିଲେ। ପିଲାମାନଙ୍କ ଦ୍ଵାରା ମନୋରଞ୍ଜନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁନିତ୍ ଗମାଙ୍ଗ, ଜୟାଆମ୍ମା, ପଲି ମା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଯୋଷ୍ନା ଢାଉକ ଧନ୍ୟବାଦ୍ ଅର୍ପଣ କରିଥିଲେ।