May 20, 2025

କୋଟପାଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାଜ୍ୟ କାୟା କଳ୍ପ ଟିମ 

Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ପହଞ୍ଚି ଛନ୍ତି ରାଜ୍ୟ କୟାକଳ୍ପ ଅଧିକାରୀ.ଡ଼ା ପ୍ରଭାକର ସାହୁ ଏବଂ ସୁଧାଂଶୁ ଶେଖର ସାମନ୍ତ କନସଲଟାଣ୍ଟ ପିଟିସି.ଅଧିକାରୀ ମାନେ ଡ଼ିଡ଼ିସି ସମେତ ଓପିଡି. ନିରାମୟ.ପାର୍କିଙ୍ଗ ଓ ରୋଗୀ ପଞ୍ଜି କରଣ କୋକ୍ଷ ସହ ସମସ୍ତ ପ୍ରକୋଷ୍ଟ ପରିଦର୍ଶନ କରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ସୁପରଇନଟେନଡେଣ୍ଟ ଡାକ୍ତର ସାରଥୀ ପ୍ରସାଦ ମୁନି ସହ ଆଲୋଚନା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ମୁଖ୍ୟାଳୟ ରୁ ଡ଼ା ଅଭିଳାଷ କୁମାର. କ୍ୱାଲିଟି ମ୍ୟାନେଜେର ପୂର୍ଣ୍ଣ ଚନ୍ଦ୍ର ଭୋଇ. ସ୍ୱାସ୍ଥ୍ୟ ଅଧିକାରୀ ରଞ୍ଜିତ ଦାସ.ଡ଼ା ଶ୍ରୀ ରାମ ପଣ୍ଡା.ସାଇନା ମିଶ୍ର. ଅଲିଶା ପରବିନ. ଫାର୍ମାସିଷ୍ଟ ସୂର୍ଯ୍ୟ କାନ୍ତ ପାଢ଼ୀ. ସନ୍ତୋଷ କୁମାର ପାଢ଼ୀ. ବିପିଏମ ସମୀର କୁମାର ତ୍ରିପାଠୀ. ହରିଶ ଚନ୍ଦ୍ର ପ୍ରଧାନ. ନରସିଂହ ସାହୁଙ୍କ ସମେତ ସମସ୍ତ କର୍ମଚାରି ଉପସ୍ଥିତ ଥିବାର ଜଣା ଯାଇଛି, କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର odisa.