ଆଜିର ଖବର..

୧-ଭୁବନେଶ୍ୱର:ଫସଲ ବୀମା ଆକଳନ ଶେଷ;୨ ଲକ୍ଷ ୭୨୯ ଜମିରେ କ୍ଷତି ଆବେଦନ।
୨-ଭୁବନେଶ୍ୱର:ନିଯୁକ୍ତି ନେଇ ଅନ୍ଧାରରେ ସ୍ବତନ୍ତ୍ର ଶିକ୍ଷା ଡିଗ୍ରୀଧାରୀ, ଆଶାୟୀଙ୍କ ଚିନ୍ତା ବଢ଼ାଇଛି ଭିନ୍ନ ଯୋଗ୍ୟତା ମାନଦଣ୍ଡ।
୩-ଭୁବନେଶ୍ୱର:ଖୋଲିଲା ରାଜଭବନ ଉଦ୍ୟାନ,ପ୍ରଥମ ଦିନରେ ବୁଲିଲେ ତିନି ହଜାର ଦର୍ଶକ।
୪-ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ, ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ।
୫-ଆସନ୍ତା ୨୨ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ବୁଲିପାରିବେ ସର୍ବସାଧାରଣ।
୬-ଭୁବନେଶ୍ୱର:ଖୋଲୁଛି ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର, ଆରଟିଓ ଓ ଆଇଜିଆରଙ୍କୁ ଚିଠି ଲେଖିଲା ଆୟକର ବିଭାଗ।
୭-ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ପୋଲିସର ଛାନଭିନ୍ ଜାରି।
୮-ରାଇରଙ୍ଗପୁର:ଗୋ ସମାବେଶ, ଓମଫେଡକୁ ବିପଣନ ସହାୟତା ଓ ଗିଫ୍ଟମିଲ୍କ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି କଲେ ରାଷ୍ଟ୍ରପତି।
୯-ଲାଇସେନ୍ସ ପ୍ରାପ୍ତ ଫଟୋ ଗ୍ରାଫର ହିଁ ଉଠାଇପାରିବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫଟୋ: ହାଇକୋର୍ଟ
୧୦-ସରକାରୀ ଚାକିରି ଦେବାକୁ କହି ଠକୁଥିବା ଦଲାଲ ବ୍ୟାସଦେବ ରଣା ଗିରଫ, ୧୨ ଲକ୍ଷ ଟଙ୍କା ଠକେଇ କରିଥିଲେ।
୧୧-ଭୁବନେଶ୍ୱର:ସଂଗ୍ରାମୀଙ୍କୁ ୨୦ ହଜାର ପେନସନ୍, ସଂଗ୍ରାମୀଙ୍କ ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିବେ ଓଡିଶା ସରକାର ।
୧୨-କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ନାରଣପୁର ଗାଁ:ବିଶ୍ୱର ସର୍ବବୃହତ୍ ୬୬ ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ବିଗ୍ରହ ବ୍ରହ୍ମ ମନ୍ଦିର ଶିଳାନ୍ୟାସ କଲେ ଡ.ଅଚ୍ୟୁତ ସାମନ୍ତ।
୧୩-କଟକ:୧୫ ଦିନରେ ୧୯ କୋଟିର ମାଦକ ଦ୍ରବ୍ୟ ଜବତ, ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ।
୧୪-ଭୁବନେଶ୍ବର ଉପକଣ୍ଠ ଯାଆଁଳା ଫାଣ୍ଡି ସାମ୍ନାରେ ଭୟଙ୍କର ଦୁର୍ଘଟଣା : ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ।
୧୫-କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବ ପୁରସ୍କାର-୨୦୨୪, ୨୪ଜଣ ଯୁବକଙ୍କୁ ପୁରସ୍କାର ପ୍ରଦାନ।
୧୬-ବାରିପଦା:ମକର ପାଇଁ ଗାଁ କୁ ଯାଇଥିବା ବେଳେ ଘରୁ ୧୪ ଲକ୍ଷ ଟଙ୍କାର ସୁନା ସହ ନଗଦ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ୍ତ।
୧୭-ନବରଙ୍ଗପୁର:ଛୁରୀ ଦେଖାଇ ୨୦ ଲକ୍ଷ ଟଙ୍କା ଓ ୬ ଭରି ସୁନା ଲୁଟ।
୧୮-ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ପ୍ରଥମ ଦିନରେ ବୁଡ଼ ପକାଇଲେ୧. ୬ କୋଟି ଶ୍ରଦ୍ଧାଳୁ।
୧୯-ଜାନୁଆରୀ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୟୁଜିସି ନେଟ ପରୀକ୍ଷା ସ୍ଥଗିତ।
୨୦-ମହାକୁମ୍ଭରୁ ଟଙ୍କା ରୋଜଗାର କରୁଥିଲେ ଇଂରେଜ ସରକାର, ବୁଡ଼ ପକାଇଲେ କି ଦାଢ଼ି-ଚୁଟି କାଟିଲେ ନେଉଥିଲେ ଟ୍ୟାକ୍ସ।
୨୧-ଜମ୍ମୁ-କାଶ୍ମୀରେ ଜେଡ୍ ମୋଡ୍ ସୁଡ଼ଙ୍ଗର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
୨୨-LAC ନିକଟରେ ଡ୍ରାଗନର ଯୁଦ୍ଧାଭ୍ୟାସ । ସୀମାରେ ସ୍ଥିତି ସ୍ଥିର ବି ସମ୍ବେଦନଶୀଳ।
୨୩-ଜାପାନରେ ଭୂମିକମ୍ପ ଝଟକା ଅନୁଭୂତ,ସୁନାମୀ ନେଇ ହାଇ ଆଲର୍ଟ ଜାରି।
*🙏 ସୁପ୍ରଭାତ 🙏*