September 25, 2026

ଓଡିଆ ନୂଆବର୍ଷରେପାଞ୍ଜିଖୋଲିବି : ପ୍ରଦୀପ,

IMG-20250112-WA0006
Share

 

ବ୍ରହ୍ମପୁର ( ଦେବାଶିଷ ଦାଶ୍ )

ଠକେଇ ମାମଲାରେ ଦୋଷମୁକ୍ତ ପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ। ମୋତେ ଦଳରୁ ବହିଷ୍କାର କଲେ, ତାଙ୍କୁ ରାଜ୍ୟବାସୀ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି,

ସବୁ ପାଞ୍ଜି ଖୋଲି ଦେବି। ଜଣେ ବରିଷ୍ଠ IPSଙ୍କ ନାଁ ନେଇ ମଧ୍ୟ ଆକ୍ଷେପ କଲେ।

ନିଜର ଗିରଫଦାରିଙ୍କୁ ନେଇ ସମ୍ପୃକ୍ତ IPSଙ୍କୁ ଟାର୍ଗେଟ୍‌ କଲେ। ମୋତେ କିଏ ଗିରଫ କରିବ ,ପଚରା ବେଳେ ବଡ଼ଭାଇ କହିଲେ ମୁଁ କରିବି। ମୋତେ ଗିରଫ କରିବାରୁ ପୁରସ୍କାର ପାଇ କମିଶନର ହେଲେ। କାର୍ତ୍ତିକ ଗୋଟିଏ ମ୍ୟାଟେରିଆଲ୍‌ କି କହି ଛିଗୁଲେଇଲେ ପ୍ରଦୀପ। ନବୀନ ବାବୁ ଓଡ଼ିଶାକୁ ଲୁଟ୍‌ ପାଇଁ ତାଙ୍କୁ ଠିକା ଦେଇ ଦେଲେ। CMOକୁ କରପସନ୍‌, କମିଶନ୍‌, କଲେକ୍ସନ୍‌ର ହବ୍‌ କରାଯାଇଥିଲା। ଖଣି ମାଫିଆ, ବାଲି ମାଫିଆ ମୋତେ ଦେଉଥିଲେ କହୁଥିଲେ। ନବୀନ ନିବାସରୁ ଆସୁଥିଲା, କିଏ ଦେଉଥିଲେ, କିଏ ନେଉଥିଲେ ଏବେ ବି ଅଛନ୍ତି। ଟ୍ରାଫିକ୍‌ ପୋଲିସ ହେଉଥିବା ଲୋକ କ’ଣ ଗୋଟେ ନେତାକି କହି ଛିଗୁଲେଇଲେ।

You may have missed