ଖବର ଉପାନ୍ତ ଓଡିଶା ସମାଚାର ନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ଶବ …. upanta odisha November 8, 2024 Share ଖୋର୍ଦ୍ଧା: ମଲାଗୁଣୀ ନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିର ମୃତଦେହ। ମୃତ ବ୍ୟକ୍ତିର ବୟସ ୪୦ ରୁ ୪୫ ହେବ ବୋଲି ସୂଚନା। ବର୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଜଂଙ୍କିଆ ପୋଲିସର ତଦନ୍ତ ଜାରି ରହିଛି| (ଖର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ଉପାନ୍ତ ଖବର) Post Navigation Previous ବ୍ୟାସ ଫାଉଣ୍ଡେସନ ର ସେବା କାର୍ଯ୍ୟ ଜାରି। କୁଜଙ୍ଗ ରୁ ଅସହାୟ ବୃଦ୍ଧ ଉଦ୍ଧାର..Next ବେଲଗୁଣ୍ଠା ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ; ୭୨ ପ୍ରକଳ୍ପ ପ୍ରଦର୍ଶିତ …. More Stories ଖବର ଉପାନ୍ତ ଓଡିଶା ସମାଚାର ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲୀ ଓଝାଙ୍କୁ ବିପୁଳ ସମ୍ବୋର୍ଦ୍ଧନା upanta odisha June 21, 2026 ଖବର ଉପାନ୍ତ ଓଡିଶା ସମାଚାର ଡିଙ୍ଗର ସରକାରୀ ଉଚ୍ଚବିଦ୍ୟାଳୟ ର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ upanta odisha June 21, 2026 ଖବର ଉପାନ୍ତ ଓଡିଶା ସମାଚାର ଆଜିର ଖବର.. upanta odisha June 21, 2026