ଖବର ଉପାନ୍ତ ଓଡିଶା ସମାଚାର ନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ଶବ …. upanta odisha November 8, 2024 Share ଖୋର୍ଦ୍ଧା: ମଲାଗୁଣୀ ନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିର ମୃତଦେହ। ମୃତ ବ୍ୟକ୍ତିର ବୟସ ୪୦ ରୁ ୪୫ ହେବ ବୋଲି ସୂଚନା। ବର୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଜଂଙ୍କିଆ ପୋଲିସର ତଦନ୍ତ ଜାରି ରହିଛି| (ଖର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ଉପାନ୍ତ ଖବର) Post Navigation Previous ବ୍ୟାସ ଫାଉଣ୍ଡେସନ ର ସେବା କାର୍ଯ୍ୟ ଜାରି। କୁଜଙ୍ଗ ରୁ ଅସହାୟ ବୃଦ୍ଧ ଉଦ୍ଧାର..Next ବେଲଗୁଣ୍ଠା ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ; ୭୨ ପ୍ରକଳ୍ପ ପ୍ରଦର୍ଶିତ …. More Stories ଖବର ଉପାନ୍ତ ଓଡିଶା ସମାଚାର ଆଜିର ଖବର.. upanta odisha June 21, 2026 ଖବର ଉପାନ୍ତ ଓଡିଶା ସମାଚାର ଆଜିର ରାଶିଫଳ.. upanta odisha June 21, 2026 ଖବର ଉପାନ୍ତ ଓଡିଶା ସମାଚାର ନବରଙ୍ଗପୁର ବନ ବିଭାଗ ଅଞ୍ଚଳରେ ବାଘ ଚମଡା ଜବତ, ଜଣେ ଗିରଫ ସହିତ ଜଣେ ଫେରାର .. upanta odisha June 20, 2026