November 15, 2024
Share

 

୧-ବାତ୍ୟା ପାଇଁ ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ୬ ଆଇଏଏସଙ୍କୁ ଦିଆଗଲା ବିଭିନ୍ନ ଜିଲ୍ଳା ଦାୟିତ୍ୱ।

 

୨-ବାତ୍ୟା ଦାନା ପାଇଁ ଏସସିବି ମେଡିକାଲ ପ୍ରସ୍ତୁତ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ।

 

୩-ଅବସରପ୍ରାପ୍ତ ଆଇପିଏସ ଲଳିତ ଦାସ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଅଧ୍ୟକ୍ଷ ନିଯୁକ୍ତ।

 

୪-ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା।

 

୫-ଭିଜିଲାନ୍ସ ଜାଲରେ ବୈତରଣୀ ନଦୀକ୍ଷେତ୍ର ମୁଖ୍ୟଯନ୍ତ୍ରୀ,୨୮ ପ୍ଲଟ ଓ ୩ ଫ୍ଲାଟ୍ ଠାବ।

 

୬-ଜାତୀୟ ଜଳ ପୁରସ୍କାର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ଓଡ଼ିଶା ଶ୍ରେଷ୍ଠ।

 

୭-ଆଜି ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ । ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୂଚନା ଜାରୀ।

 

୮-୧୪ଟି ଜିଲ୍ଲାରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ୩ ଦିନ ଛୁଟି : ସ୍ବତନ୍ତ୍ର ରିଲିଫ କମିସନର।

 

୯-ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ମୁକାବିଲା ମନ୍ତ୍ର । ‘ବିଧାୟକମାନେ ଜିଲ୍ଲାରେ ରୁହନ୍ତୁ’।

 

୧୦-ରିଲିଫରେ ବ୍ଯବହାର ହେବ ମଧ୍ୟାହ୍ନ ଭୋଜନର ଚାଉଳ, ମୁଖ୍ୟାଳୟରେ ରହି ବାତ୍ୟା ପରିଚାଳନା କରିବେ ଶିକ୍ଷକ ଶିକ୍ଷୟିତ୍ରୀ।

 

୧୧-ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍; କଳାବଜାରୀ ନେଇ ଚାଲିଛି ଯାଞ୍ଚ

 

୧୨-ନିର୍ଦ୍ଦେଶକୁ ଫୁ; ମନ୍ତ୍ରୀଙ୍କ କଡା ତାଗିଦାକୁ ମାନୁନାହାଁନ୍ତି ବ୍ୟବସାୟୀ,ସବୁ ପରିବା ଦର ୮୦ ଉପରେ।

 

୧୩-ଭୁବନେଶ୍ୱର: ଗାଁ ମୁହାଁ ଯାତ୍ରୀ, ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ପ୍ରବଳ ଭିଡ।

 

୧୪-ଶ୍ରୀମନ୍ଦିରକୁ ରିହାତିରେ ମିଳିବ ଶୁଦ୍ଧ ଓମଫେଡ ଘିଅ, ସମୀକ୍ଷା ବୈଠକରେ ହେଲା ନିଷ୍ପତ୍ତି।

 

୧୫-କେନ୍ଦୁଝର:ସମବାୟ ବ୍ୟାଙ୍କ ଋଣ ଘୋଟଲା, ୩ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ ସହିତ ୫ ଗିରଫ।

 

୧୬-ବାତ୍ୟା ପୂର୍ବରୁ ସମୁଦ୍ର ଅଶାନ୍ତ: ସାଇରନ ଦେଇ ପର୍ଯ୍ୟଟକଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ।

 

୧୭-କଣିହାଁ:କର୍କଟ ରୋଗୀ ମାଆର ଆଶା ପୂରଣ କଲା ପୁଅ, ପାଇଲା OPSCରେ ବଡ ସଫଳତା।

 

୧୮-କେନ୍ଦ୍ରାପଡାକୁ ବାତ୍ୟା ଭୟ: ଲକ୍ଷ୍ମୀ ପୂଜା ତୋରଣ ଖୋଲି, ଆଜି ସୁଦ୍ଧା ଭସାଣି ସାରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ।

 

୧୯-ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି, କେନ୍ଦ୍ରାପଡାରେ ପହଞ୍ଚିଲା ଏନଡିଆରଏଫର ଦୁଇଟି ଟିମ୍।

 

୨୦-୧୦ ପ୍ରଭାବିତ ଜିଲାରେ ରହିବେ ୧୭ ଓଡ୍ରାଫ୍‌ ଟିମ୍‌,ଏଥିସହ ୩ ଓଡ୍ରାଫ୍‌ ଟିମ୍‌ ରିଜର୍ଭ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

୨୧-ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ।

 

୨୨-ସମ୍ଭାବ୍ୟ ବାତ୍ୟା ପାଇଁ 178 ଟି ଟ୍ରେନ ବାତିଲ କଲା ରେଳ ବିଭାଗ।

 

*🙏 ସୁପ୍ରଭାତ 🙏*