November 15, 2024
Share

୧-ଭୁବନେଶ୍ୱର:ମିଳୁନି ଜୋତା, ଖାଲିପାଦରେ ବିଦ୍ୟାଳୟକୁ ଆସୁଛନ୍ତି ଛାତ୍ରଛାତ୍ରୀ,୧୫ ଦିନରେ ୟୁନିଫର୍ମ ନ ଦେଲେ ଆନ୍ଦୋଳନ: ଅଭିଭାବକ ସଂଘ।

୨-ନାମକୁ ଗୋପନୀୟ ରଖିଶ୍ରୀମନ୍ଦିରକୁ ୫କୋଟି ଦାନ କଲେ ଶ୍ରଦ୍ଧାଳୁ।

୩-ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ; ଉପକୃତ ହେବେ ସାଢ଼େ ୩ କୋଟି ଲୋକ।ଆୟୁଷ୍ମାନ-ଗୋପବନ୍ଧୁ ପାଇଁ ଗୋଟିଏ କାର୍ଡ, ଚଳିତ ବର୍ଷରୁ ହେବ ଲାଗୁ’

୪-ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମେକ ଇନ ଓଡ଼ିଶା ପାଇଁ ‘ନିବେଶକ ସମ୍ମିଳନୀ’ରେ ଦେଲେ ଯୋଗ।

୫-ପୁରୀ ପ୍ରଶାସନକୁ କାର୍ତ୍ତିକ ଚ୍ୟାଲେଞ୍ଜ, ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରୟାସ।

୬-ଅକ୍ଟୋବର ୧୮ ଓ ୧୯ରେ ବର୍ଷା ନେଇ ୧୪ ଜିଲାକୁ ୱେଲୋ ୱାର୍ଣ୍ଣିଂ ଜାରି।

୭-ଭୁସୁଡ଼ିଲା ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟିର ତୋରଣ,ଚାପିହୋଇଗଲା କାର ,୩ବାଇକ।

୮-ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗଦର୍ଶିକା ଜାରି କଲେ ସୁପ୍ରିମକୋର୍ଟ।

୯-ନିଆଳି,ଶ୍ରୀରାମପୁର ଗାଁ:ଜମିଜମା ବିବାଦକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ ,୪ ଅଟକ।

୧୦-ପାଇପ୍ ମରାମତି ଯୋଗୁଁ ରାଜଧାନୀର ଅଧା ସ୍ଥାନରେ ଶନିବାର ଦିନ ୨ଟା ଯାଏଁ ବନ୍ଦ ରହିବ ଜଳ ଯୋଗାଣ।

୧୧-ଝାରପଡ଼ା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର।

୧୨-ଅଙ୍ଗ ତସ୍କରୀ ରାକେଟରେ ଛନ୍ଦିହେଲା କଟକର ରୁଦ୍ର ହସ୍ପିଟାଲ, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ।

୧୩-ଦୀପାବଳି ସୁଦ୍ଧା ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ପିସିସି ସଭାପତି।

୧୪-ବଡ଼ଦାଣ୍ଡରେ ବସିଲେ ହବିଷ୍ୟାଳି, ରହିବା ପାଇଁ ସର୍ବନିମ୍ନ ବ୍ୟବସ୍ଥା କରାଯାଇନଥିବା ଆଣିଲେ ଅଭିଯୋଗ।

୧୫-ଭରତପୁର ଥାନା ନିର୍ଯାତନା ମାମଲା, ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ।

୧୬-ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଅନ୍‌‌ଲାଇନ୍‌‌ରେ ଦାଖଲ କରିହେବ ପ୍ରାର୍ଥୀପତ୍ର।

୧୭-ବେଙ୍ଗାଲୁରୁ ଟେଷ୍ଟରେ ତୃତୀୟ ଦିନରେ ଲଢିଲା ଟିମ୍ ଇଣ୍ଡିଆ: ରୋହିତ, ବିରାଟ ଓ ସରଫରାଜଙ୍କ ଅର୍ଦ୍ଧଶତକ।

୧୮-ଭୁବନେଶ୍ୱର:ସୁନା ୧୦ ଗ୍ରାମକୁ ୭୭,୫୦୦ ଟଙ୍କା ଛୁଇଁଲା।

୧୯-ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଘୋଷଣା କଲା ଏନଡିଏ।

୨୦-ମାଲୱି ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ।

୨୧-ମଙ୍ଗଳ ଗ୍ରହର ବରଫ ତଳେ ଏଲିୟନ୍ସ ! ନୂଆ ଷ୍ଟଡି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ।

*🙏 ସୁପ୍ରଭାତ 🙏*

You may have missed