April 30, 2026

ଜମଲା ଡିଗ୍ରୀ କଲେଜ ରେ ବିଶ୍ଵ ମାନସିକ ସ୍ଵାସ୍ଥ ଦିବସ ପାଳନ 

IMG-20241008-WA0000
Share

 

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ଜମଲା ଡିଗ୍ରୀ କଲେଜ ଜମଲାରେ ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଓ ବନ୍ୟପ୍ରାଣୀ ସପ୍ତାହ ଉପଲଷେ ଏକ ସଚେତନତା ସଭା ଅନୁଷ୍ଠିତ ହେlଇଯାଇଛି l ଏ ଅବସରରେ କଲେଜର ଅଧ୍ୟଷ ଡକ୍ଟର ସ୍ବାଧୀନ ଚନ୍ଦ୍ର ପଧାନଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହେlଇଥିଲା lଜମଲା ଗେlଷ୍ଠି ଉନ୍ନୟନ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯେlଗଦେଇଥିଲେ lସେ ସ୍ବାସ୍ଥ୍ୟ ହି ସଂପଦ ଓ ମାନସିକ ସନ୍ତୁଳନ ହି ମଣିଷର ଶ୍ରେଷ୍ଠ ବିଷୟ ବେlଲି ସେ କହିଥିଲେ lସେହିପରି ପ୍ରକୣତି ବନ୍ଧୁ ମୀନକେତନ ସାହୁ ମୁଖ୍ୟବକ୍ତା ଭାବରେ ଯେlଗଦାନ କରି ଖାଦ୍ୟ ପେlଷଣର ନିରାପତ୍ତା ସହ ଵୈନ୍ୟପ୍ରାଣୀ ସଂରଷଣର ଗୁରୁତ୍ବ ସଂପର୍କରେ ମତ ଦେଇଥିଲେ lକାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ସାହାଯ୍ୟ ସହଯେlଗ କରିଥିଲେ lପରିଶେଷରେ ଅଧ୍ୟାପକ ସଦାନନ୍ଦ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ l